Jump to content

ଫ୍ଲୋରଟାଉସିପିର (୧୮ଏଫ)

ଉଇକିପିଡ଼ିଆ‌ରୁ

 

ଫ୍ଲୋରଟାଉସିପିର (୧୮ଏଫ)
Clinical data
Pronunciation flor tau' si pir 18 F
Trade names Tauvid
Other names 18F-AV-1451, 18F-AV-1451, 18F-T807, Flortaucipir F-18, flortaucipir F 18 (USAN <abbr title="<nowiki>United States</nowiki>">US)
License data
  • <abbr class="country-name" title="<nowiki>United States</nowiki>">US DailyMed: Flortaucipir
  • <abbr class="country-name" title="<nowiki>United States</nowiki>">US FDA: Tauvid
Routes of
</nowiki>
</nowiki>administration
Intravenous
Drug class Radioactive diagnostic agent[]
Legal status
Legal status
  • <abbr class="country-name" title="<nowiki>United States</nowiki>">US: ℞-only[]
Identifiers
IUPAC name
  • 7-(6-(18F)fluoropyridin-3-yl)-5H-pyrido[4,3-b]indole
Chemical and physical data
Formula C16H10[18F]N3
Molar mass 262.27 g/mol
3D model (JSmol)
SMILES
  • C1=CC2=C(C=C1C3=CN=C(C=C3)[18F])NC4=C2C=NC=C4
InChI
  • InChI=1S/C16H10FN3/c17-16-4-2-11(8-19-16)10-1-3-12-13-9-18-6-5-14(13)20-15(12)7-10/h1-9,20H/i17-1
  • Key:GETAAWDSFUCLBS-SJPDSGJFSA-N

ଫ୍ଲୋରଟାଉସିପିର (୧୮ଏଫ) (ଇଂରାଜୀ ଭାଷାରେ Flortaucipir (18 F)), ଟାଉଭିଡ (Tauvid) ଏହାର ଏକ ବିକ୍ରୟ ନାମ, ହେଉଛି ଏକ ରେଡିଓଆକ୍ଟିଭ୍ ଡାଇଗ୍ନୋଷ୍ଟିକ ଏଜେଣ୍ଟ ଯାହା ମସ୍ତିଷ୍କର ଆଲଜିମର ରୋଗରେ ହେଉଥିବା ପୋଜିଟ୍ରନ୍ ନିର୍ଗମନ ଟମୋଗ୍ରାଫି (PET) ଇମେଜିଙ୍ଗରେ ବ୍ୟବହୃତ ହୁଏ ।[] କ୍ରନିକ୍ ଆଘାତଜନିତ ଏନସେଫାଲୋପାଥି (CTE) ପାଇଁ ଏହା ଉପଯୋଗୀ ନୁହେଁ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।| []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଇଞ୍ଜେକସନ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ରକ୍ତଚାପ ବୃଦ୍ଧି ହୁଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବିକିରଣ ଏକ୍ସପୋଜର ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଟାଉ ପ୍ରୋଟିନ୍ ମିସ ଫୋଲ୍ଡିଙ୍ଗ ସହିତ ମସ୍ତିଷ୍କର ସାଇଟଗୁଡିକ ସହିତ ବାନ୍ଧିବା ଯୋଗୁ କାର୍ଯ୍ୟକ୍ଷମ ହୁଏ ।

୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲୋରଟାଉସିପିର (୧୮ ଏଫ) ଅନୁମୋଦିତ ହୋଇଥିଲା ।[] ୨୦୨୨ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ବ୍ୟବହାର ପାଇଁ ଏହା ଅନୁମୋଦିତ ହୋଇନଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Tauvid- flortaucipir f-18 injection, solution". DailyMed. 22 July 2020. Archived from the original on 28 May 2022. Retrieved 28 May 2022.
  2. "Flortaucipir F18". SPS - Specialist Pharmacy Service. 28 November 2020. Archived from the original on 30 January 2022. Retrieved 4 November 2022.