ଫ୍ଲାଭୋକ୍ସେଟ

ଉଇକିପିଡ଼ିଆ‌ରୁ
ଫ୍ଲାଭୋକ୍ସେଟ
Clinical data
Pronunciationflay vox' ate[୧]
Trade namesUrispas, others
SynonymsFlavoxate hydrochloride
AHFS/Drugs.commonograph
MedlinePlusa682706
Identifiers
  • 2-(1-piperidyl)ethyl 3-methyl-4-oxo-2-phenylchromene-8-carboxylate
ECHA InfoCard100.035.745 Edit this at Wikidata
Chemical and physical data
FormulaC24H25NO4
Molar mass୩୯୧.୪୭ g·mol−1
3D model (JSmol)
  • O=C(OCCN1CCCCC1)c4cccc2c4O/C(=C(\C2=O)C)c3ccccc3
  • InChI=1S/C24H25NO4/c1-17-21(26)19-11-8-12-20(23(19)29-22(17)18-9-4-2-5-10-18)24(27)28-16-15-25-13-6-3-7-14-25/h2,4-5,8-12H,3,6-7,13-16H2,1H3 checkY
  • Key:SPIUTQOUKAMGCX-UHFFFAOYSA-N checkY
  (verify)

ଫ୍ଲାଭୋକ୍ସେଟ (ଇଂରାଜୀ ଭାଷାରେ Flavoxate), ଅନ୍ୟମାନଙ୍କ ମଧ୍ୟରେ ୟୁରିସ୍ପାସ (Urispas) ହେଉଛି ଏକ ଔଷଧ ଯାହା ଅତିସକ୍ରିୟ ମୂତ୍ରାଶୟର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ମୂତ୍ରାଙ୍ଗ ସଂକ୍ରମଣର ଲକ୍ଷଣ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଝାଳ ବୋହିବା ହ୍ରାସ, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, କୋଷ୍ଠକାଠିନ୍ୟ, ମୂତ୍ର ଧାରଣ, ଯୌନ ଅସୁବିଧା, ଛାତି ଧଡ଼ ଧଡ଼ ହେବା ଏବଂ ଉତେଜନା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବ‌ହାର କଲେ କ୍ଷତିର କୌଣସି ପ୍ରମାଣ ନଥିବାବେଳେ, ଏପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ | [୪] ଏହା ଏକ ଆଣ୍ଟିସ୍ପାଜମୋଡିକ ଏବଂ ଆଣ୍ଟିକୋଲିନରଜିକ୍ ଯାହା ମୂତ୍ରାଶୟର କ୍ଷମତା ବୃଦ୍ଧି କରାଇଥାଏ ଏବଂ ମୂତ୍ର ଆବୃତ୍ତି ହ୍ରାସ କରିଥାଏ ।[୨] [୧]

୧୯୭୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫ୍ଲାଭୋକ୍ସେଟ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୧] ଯୁକ୍ତରାଜ୍ୟରେ ୨୦୦ ମିଗ୍ରା ବିଶିଷ୍ଟ ୯୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୧୨ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୮ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Flavoxate". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 11 December 2021.
  2. ୨.୦ ୨.୧ ୨.୨ ୨.୩ "FlavoxATE Monograph for Professionals". Drugs.com (in ଇଂରାଜୀ). Archived from the original on 19 January 2021. Retrieved 11 December 2021.
  3. "DailyMed - FLAVOXATE HYDROCHLORIDE tablet". dailymed.nlm.nih.gov. Archived from the original on 14 July 2017. Retrieved 11 December 2021.
  4. "Flavoxate (Urispas) Use During Pregnancy". Drugs.com (in ଇଂରାଜୀ). Archived from the original on 28 October 2020. Retrieved 11 December 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 822. ISBN 978-0857114105.
  6. "Flavoxate Prices, Coupons & Savings Tips - GoodRx". GoodRx. Retrieved 11 December 2021.