Jump to content

ଫେଣ୍ଟୋଲାମାଇନ

ଉଇକିପିଡ଼ିଆ‌ରୁ
ଫେଣ୍ଟୋଲାମାଇନ
Clinical data
Trade namesRegitine, Oraverse
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    intravenous (IV) or intramuscular (IM)
    Legal status
    Legal status
    Pharmacokinetic data
    MetabolismLiver
    Onset of actionIV < 2min; IM < 20 min[୧]
    Elimination half-life19 minutes
    Duration of actionIV up to 30 min; IM up to 4 hrs[୧]
    Identifiers
    • 3-[(4,5-Dihydro-1H-imidazol-2-ylmethyl)(4-methylphenyl)amino]phenol
    ECHA InfoCard100.000.049 Edit this at Wikidata
    Chemical and physical data
    FormulaC17H19N3O
    Molar mass୨୮୧.୩୬ g·mol−1
    3D model (JSmol)
    • Oc3cc(N(c1ccc(cc1)C)CC/2=N/CCN\2)ccc3
    • InChI=1S/C17H19N3O/c1-13-5-7-14(8-6-13)20(12-17-18-9-10-19-17)15-3-2-4-16(21)11-15/h2-8,11,21H,9-10,12H2,1H3,(H,18,19) checkY
    • Key:MRBDMNSDAVCSSF-UHFFFAOYSA-N checkY
      (verify)

    ଫେଣ୍ଟୋଲାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରେଜିଟାଇନ, ହେଉଛି ଏକ ଔଷଧ ଯାହା ଫିଓକ୍ରୋମୋସାଇଟୋମା ପରବର୍ତ୍ତୀ ଉଚ୍ଚ ରକ୍ତଚାପ, ନରମ ତନ୍ତୁରେ ନରଏପିନେଫ୍ରନ ପ୍ରବେଶ ଏବଂ ଜରୁରୀକାଳୀନ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୧] ଶିରା ଇଞ୍ଜେକ୍ସନ ଦେଲେ ୨ ମିନିଟ୍ ମଧ୍ୟରେ ପ୍ରଭାବ ଆରମ୍ଭ ହୋଇ ୩୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ ।[୧]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ଅଇ, ତରଳ ଝାଡ଼ା, ଫ୍ଲସ, ନାକ ଭରିଯିବା ଏବଂ ଠିଆ ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାୟୋକାର୍ଡିଆଲ୍ ଇନଫାର୍କସନ ଏବଂ ପ୍ରାୟାପିଜ୍ମ ଅନ୍ତର୍ଭୁକ୍ତ ହୋଇପାରେ | [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଆଲଫା ବ୍ଲକର ଶ୍ରେଣୀର ଔଷଧ ।[୧]

    ୧୯୫୨ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଫେଣ୍ଟୋଲାମାଇନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ 2021 ସୁଦ୍ଧା ଏହାର ମୂଲ୍ୟ ଏକ ମାତ୍ରା ପିଛା ପ୍ରାୟ ୪୬୦ ଡଲାର ଥିଲା।[୪] ଯୁକ୍ତରାଜ୍ୟରେ ଏହା ଆଭିପଟାଡିଲ୍ ସହିତ ପୌରୁଷ ଅସାମର୍ଥ୍ୟର ଚିକିତ୍ସା ପାଇଁ ଦିଆଯାଏ ।[୫]

    1. 1 2 3 4 5 6 7 8 9 "Phentolamine Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 28 October 2021.
    2. ↑ "DailyMed - PHENTOLAMINE MESYLATE injection". dailymed.nlm.nih.gov. Archived from the original on 28 October 2021. Retrieved 28 October 2021.
    3. ↑ "Phentolamine Use During Pregnancy". Drugs.com (in ଇଂରାଜୀ). Archived from the original on 27 October 2020. Retrieved 28 October 2021.
    4. ↑ "Phentolamine Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 28 October 2021.
    5. ↑ BNF 81: March-September 2021. BMJ Group and the Pharmaceutical Press. 2021. p. 866. ISBN 978-0857114105.