ଫେଡ୍ରାଟିନିବ
| Clinical data | |
|---|---|
| Trade names | Inrebic |
| Synonyms | Fedratinib hydrochloride, SAR302503; TG101348 |
| AHFS/Drugs.com | monograph |
| data | |
| Routes of administration | By mouth |
| Legal status | |
| Legal status | |
| Identifiers | |
| |
| ECHA InfoCard | 100.264.873 |
| Chemical and physical data | |
| Formula | C27H36N6O3S |
| Molar mass | ୫୨୪.୬୮ g·mol−1 |
| 3D model (JSmol) | |
| Density | 1.247 ± 0.06 g/cm3 |
| |
| |
ଫେଡ୍ରାଟିନିବ (ଇଂରାଜୀ ଭାଷାରେ Fedratinib), ଇନରେବିକ ବ୍ରାଣ୍ଡ ଏହାର ଏକ ବେପାର ନାମ, ଏକ ଔଷଧ ଯାହା ମାୟୋଲୋଫାଇବ୍ରୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏଥିରେ ପ୍ରାଥମିକ ମାୟୋଲୋଫାଇବ୍ରୋସିସ, ପୋଷ୍ଟ-ପଲିସିଥେମିଆ ଭେରା ମାୟୋଲୋଫାଇବ୍ରୋସିସ ଏବଂ ପୋଷ୍ଟ- ଅତ୍ୟାବଶ୍ୟକ ଥ୍ରୋମ୍ବୋସାଇଥେମିଆ ମାୟୋଲୋଫାଇବ୍ରୋସିସ ଅନ୍ତର୍ଭୁକ୍ତ | [୨] ଏକ ବର୍ଦ୍ଧିତ ପ୍ଲୀହା କିମ୍ବା ଅନ୍ୟାନ୍ୟ ଲକ୍ଷଣ ଥିଲେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ସ୍ୱଳ୍ପ ଲାଲ ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ୍ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଏନସେଫାଲୋପାଥି ମଧ୍ୟ ହୋଇପାରେ ।[୩] ଏହା ଜାନୁସ କାଇନେଜ୨ (JAK-2) ଏବଂ ଏଫଏଲଟି-୩ର (FLT-3) ଏକ ପ୍ରତିବନ୍ଧକ ।[୩]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଫେଡ୍ରାଟିନିବ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଜ୍ୟରେ ଏକ ମାସରେ ୨୦୨୧ ସୁଦ୍ଧା ପ୍ରାୟ ୬,୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା । [୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୧,୩୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ "Inrebic- fedratinib hydrochloride capsule". DailyMed. Archived from the original on 6 April 2021. Retrieved 3 March 2021.
- 1 2 3 4 5 "Inrebic EPAR". European Medicines Agency (EMA). 9 December 2020. Archived from the original on 7 March 2021. Retrieved 3 March 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
- 1 2 3 4 5 "Fedratinib Monograph for Professionals". Drugs.com (in ଇଂରାଜୀ). Retrieved 10 December 2021.
- ↑ "Fedratinib". SPS - Specialist Pharmacy Service. 19 March 2018. Archived from the original on 11 December 2021. Retrieved 10 December 2021.
- ↑ "Fedratinib Prices, Coupons & Savings Tips - GoodRx". GoodRx. Retrieved 10 December 2021.