ପ୍ରୋପାଫେନୋନ
Clinical data | |
---|---|
Pronunciation | /proʊˈpæfɪnoʊn/ proh-PAF-i-nohn |
Trade names | Rythmol, Rytmonorm, others |
AHFS/Drugs.com | monograph |
MedlinePlus | a698002 |
data |
|
Pregnancy category | |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Protein binding | 97% |
Elimination half-life | 2–10 hours |
Identifiers | |
| |
ECHA InfoCard | 100.053.578 |
Chemical and physical data | |
Formula | C21H27NO3 |
Molar mass | ୩୪୧.୪୫ g·mol−1 |
3D model (JSmol) | |
| |
| |
(verify) |
ପ୍ରୋପାଫେନୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ରାଇଥମୋଲ, ହେଉଛି ଏକ ଔଷଧ ଯାହା ସୁପ୍ରାଭେଣ୍ଟ୍ରିକୁଲାର ଏବଂ ଭେଣ୍ଟ୍ରିକୁଲାର ଟାକିଆରିଥମିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହାର ଦୀର୍ଘକାଳୀନ ବ୍ୟବହାର ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୩] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଅଣନିଶ୍ୱାସ ଏବଂ ଯକୃତ ସମସ୍ୟା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ପାତ, ଅନ୍ୟାନ୍ୟ ଆରିଦମିଆ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୨] ଗଠନମୂଳକ ହୃଦ୍ରୋଗ ବା ଇସକେମିକ୍ ହୃଦ୍ରୋଗ ଥିବା ଲୋକଙ୍କଠାରେ ବ୍ୟବହାର ସୁପାରିଶ କରାଯାଏ ନାହିଁ ।[୨] ଏହା ଏକ ଶ୍ରେଣୀ ୧ଗ ଆଣ୍ଟି-ଆରିଦମିକ୍ ଔଷଧ ।[୨]
୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପ୍ରୋପାଫେନୋନ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ଏକ ସାଧାରଣ ମାତ୍ରାର ମାସକୁ ୭ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ମାସକୁ ଖର୍ଚ୍ଚ ୧୫ ଡଲାର ଅଟେ ।[୫] ଏକ ଲମ୍ବା ଫର୍ମୁଲା ମଧ୍ୟ ଉପଲବ୍ଧ ।[୨]
ଆଧାର
[ସମ୍ପାଦନା]- ↑ "Propafenone Use During Pregnancy". Drugs.com. 13 November 2018. Archived from the original on 7 February 2020. Retrieved 7 February 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Propafenone Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 29 October 2021.
- ↑ Bersten, Andrew D.; Handy, Jonathan (15 August 2018). Oh's Intensive Care Manual E-Book (in ଇଂରାଜୀ). Elsevier Health Sciences. p. 271. ISBN 978-0-7020-7606-0. Archived from the original on 30 October 2021. Retrieved 29 October 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 112. ISBN 978-0857114105.
- ↑ "Propafenone Prices, Coupons & Savings Tips - GoodRx". GoodRx. Retrieved 29 October 2021.