Jump to content

ପ୍ରିମିଡନ

ଉଇକିପିଡ଼ିଆ‌ରୁ
ପ୍ରିମିଡନ
Clinical data
Trade namesLepsiral, Mysoline, Resimatil, others
Synonymsdesoxyphenobarbital, desoxyphenobarbitone
AHFS/Drugs.commonograph
MedlinePlusa682023
data
Pregnancy
category
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability~100%[]
    Protein binding25%[]
    MetabolismHepatic
    Elimination half-lifePrimidone: 5-18 h,
    Phenobarbital: 75-120 h,[]
    PEMA: 16 h[]
    Time to reach steady state:
    Primidone: 2-3 days,
    Phenobarbital&PEMA 1-4weeks[]
    ExcretionKidney
    Identifiers
    • 5-Ethyl-5-phenyl-1,3-diazinane-4,6-dione
    ECHA InfoCard100.004.307 Edit this at Wikidata
    Chemical and physical data
    FormulaC12H14N2O2
    Molar mass218.252
    3D model (JSmol)
    • O=C1NCNC(=O)C1(c2ccccc2)CC
    • InChI=1S/C12H14N2O2/c1-2-12(9-6-4-3-5-7-9)10(15)13-8-14-11(12)16/h3-7H,2,8H2,1H3,(H,13,15)(H,14,16) checkY
    • Key:DQMZLTXERSFNPB-UHFFFAOYSA-N checkY
      (verify)

    ପ୍ରିମିଡନ (ଇଂରାଜୀ ଭାଷାରେ Primidone) ଏକ ଔଷଧ ଯାହା ଆଂଶିକ ବା ସମ୍ପୁର୍ଣ୍ଣ ଭାବରେ ହେଉଥିବା ବାତ ବା ଫିଟ୍ସ (seizures ) ରୋଗର ଚିକିତ୍ସା ନିମନ୍ତେ ବିଭିନ୍ନ ବ୍ରାଣ୍ଡ ନାମରେ ବିକ୍ରୟ ହେଉଥିବା ଔଷଧ ରୂପରେ ବ୍ୟବହୃତ ହୁଏ | ଏହା ଏସେନସିଆଲ ଟ୍ରେମର (essential tremors) ରୋଗ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ | [] ରକ୍ତରେ ମାପ କରାଯାଉଥିବା ସ୍ତର ଉପରେ ଏହାର ମାତ୍ରା ନିର୍ଭର କରେ | [] ଏହା ପାଟି ବାଟେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାହୀନତା, ଖରାପ ସମନ୍ୱୟ, ବାନ୍ତି ଏବଂ ଅରୁଚି ହୁଏ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ପ୍ରବଣତା, ସାଇକୋସିସ୍ ଏବଂ ରକ୍ତ କଣିକାମାନଙ୍କର ଅଭାବ ହୋଇପାରେ। [] [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ | [] ପ୍ରିମିଡନ ଏକ ବାର୍ବିଚୁରେଟ ଶ୍ରେଣୀର ଏକ ପ୍ରକାର ଆଣ୍ଟିକନଭଲସାଣ୍ଟ । [] ଏହା କିପରି କାମ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ। []

    ୧୯୫୪ ମସିହାରେ ପ୍ରିମିଡନ ଡାକ୍ତରୀ ଚିକିତ୍ସା ନିମନ୍ତେ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଥିଲା | [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ୨୦୧୯ ମସିହାରେ ଯୁକ୍ତରାଜ୍ୟରେ ଏହାର ଏକ ମାସର ଯୋଗାଣ ମୂଲ୍ୟ ଏନଏଚଏସକୁ ପ୍ରାୟ ୬୮.୪୦ £ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧୩.୨୦ ଆମେରିକୀୟ ଡଲାର ଅଟେ। ୨୦୧୭ରେ, ଏହା ଯୁକ୍ତରାଷ୍ଟ୍ରରେ 238 ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଦୁଇ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା।

    1. 1 2 "Primidone (Mysoline) Use During Pregnancy". Drugs.com. 18 February 2019. Retrieved 16 May 2020.
    2. "Primidone SERB 50mg Tablets - Summary of Product Characteristics (SmPC)". (emc). 18 August 2014. Retrieved 16 May 2020.
    3. 1 2 3 Ochoa, Juan G; Riche, Willise. (2005). "Antiepileptic Drugs: An Overview". eMedicine. eMedicine, Inc. Retrieved 2005-07-02.
    4. CDER, U.S. DEPARTMENT OF HEALTH AND HUMAN SERVICES (2003–2005). "Primidone (Mysoline)". Pharmacology Guide for Brain Injury Treatment. Brain Injury Resource Foundation. Archived from the original on 2010-03-17. Retrieved 2005-07-02.
    5. Yale Medical School, Department of Laboratory Medicine (1998). "Therapeutic Drug Levels". YNHH Laboratory Manual - Reference Documents. Yale Medical School. Retrieved 2005-07-13.
    6. British national formulary : BNF 76 (76 ed.). Pharmaceutical Press. 2018. p. 332. ISBN 9780857113382.
    7. 1 2 3 4 5 6 7 8 "Primidone Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 8 April 2019.
    8. 1 2 3 British national formulary : BNF 76 (76 ed.). Pharmaceutical Press. 2018. p. 332. ISBN 9780857113382.