ପ୍ରାସୁଗ୍ରେଲ
Clinical data | |
---|---|
Trade names | Effient, Efient |
AHFS/Drugs.com | monograph |
MedlinePlus | a609027 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | ≥79% |
Protein binding | Active metabolite: ~98% |
Elimination half-life | ~7 h (range 2 h to 15 h) |
Excretion | Urine (~68% inactive metabolites); feces (27% inactive metabolites) |
Identifiers | |
| |
ECHA InfoCard | 100.228.719 |
Chemical and physical data | |
Formula | C20H20FNO3S |
Molar mass | ୩୭୩.୪୪ g·mol−1 |
3D model (JSmol) | |
| |
| |
(verify) |
ପ୍ରାସୁଗ୍ରେଲ, ଏକ ବେପାର ନାମ ଏଫିଏଣ୍ଟ, ହେଉଛି ଏକ ଔଷଧ ଯାହା ପରକ୍ୟୁଟାନିଅସ କରୋନାରୀ ଇଣ୍ଟରଭେନସନ (PCI) ଚିକିତ୍ସାରେ ଥିବା ତୀବ୍ର କରୋନାରି ସିଣ୍ଡ୍ରୋମ (ACS) ରୋଗୀମାନଙ୍କର ଲୋକମାନଙ୍କ ରକ୍ତ ଜମାଟ ନ ବାନ୍ଧିବା ପାଇଁ ବ୍ୟବହୃତ ହୁଏ । ଏହା ଆସ୍ପିରିନ୍ ସହିତ ଏକତ୍ର ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପୁରପୁରା ଏବଂ ଆଞ୍ଜିଓଇଡେମା ହୋଇପାରେ।[୨] ଏହା ପି୨ୱାଇ12 (P2Y12 ) ପ୍ଲାଲେଟ୍ ଆଡେନୋସିନ ଡାଇଫସଫେଟ୍ (ADP) - ରିସେପ୍ଟର ଇନହିବିଟର ପ୍ରକାରର ଏକ ପ୍ଲାଟେଲେଟ ଇନହିବିଟର ।[୨]
୨୦୦୯ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା ।[୧] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ ସପ୍ତାହର ଔଷଧ ପ୍ରାୟ ୬ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ପାଇଁ ପ୍ରାୟ ୩୦ ଡଲାର ଖର୍ଚ୍ଚ ହୁଏ ।[୫] ୨୦୨୦ ମସିହାରୁ ଏହା ଆଉ କାନାଡାରେ ଉପଲବ୍ଧ ହେଉନାହିଁ ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Efient". Archived from the original on 26 February 2021. Retrieved 29 October 2021.
- ↑ ୨.୦ ୨.୧ ୨.୨ "DailyMed - PRASUGREL- prasugrel hydrochloride tablet, film coated". dailymed.nlm.nih.gov. Archived from the original on 30 October 2021. Retrieved 29 October 2021.
- ↑ "Prasugrel Monograph for Professionals". Drugs.com (in ଇଂରାଜୀ). Archived from the original on 27 February 2021. Retrieved 29 October 2021.
- ↑ ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 230. ISBN 978-0857114105.
- ↑ "Prasugrel Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 29 October 2021.
- ↑ Lordkipanidzé, Marie (December 2020). "Implications of the Antiplatelet Therapy Gap Left with Discontinuation of Prasugrel in Canada". CJC Open. 2020. doi:10.1016/j.cjco.2020.11.021. ISSN 2589-790X.
{{cite journal}}
: Unknown parameter|displayauthors=
ignored (|display-authors=
suggested) (help)