Jump to content

ପୋସାକୋନାଜୋଲ

ଉଇକିପିଡ଼ିଆ‌ରୁ
ପୋସାକୋନାଜୋଲ
Clinical data
Trade namesNoxafil, Posanol, others
AHFS/Drugs.commonograph
MedlinePlusa607036
data
Pregnancy
category
    Routes of
    administration
    By mouth (oral suspension, delayed-release tablets), IV
    Legal status
    Legal status
    • AU: S4 (Prescription only)
    • US: ℞-only
    • EU: Rx-only
    Pharmacokinetic data
    BioavailabilityHigh
    Protein binding98 to 99%
    MetabolismLiver (glucuronidation)
    Elimination half-life16 to 31 hours
    ExcretionFecal (71–77%) and kidney (13–14%)
    Identifiers
    ECHA InfoCard100.208.201 Edit this at Wikidata
    Chemical and physical data
    FormulaC37H42F2N8O4
    Molar mass700.778
    3D model (JSmol)
    • O=C1N(/N=C\N1c2ccc(cc2)N7CCN(c6ccc(OCC3C[C@@](OC3)(c4ccc(F)cc4F)Cn5ncnc5)cc6)CC7)[C@@H](CC)[C@@H](O)C
    • InChI=1S/C37H42F2N8O4/c1-3-35(26(2)48)47-36(49)46(25-42-47)31-7-5-29(6-8-31)43-14-16-44(17-15-43)30-9-11-32(12-10-30)50-20-27-19-37(51-21-27,22-45-24-40-23-41-45)33-13-4-28(38)18-34(33)39/h4-13,18,23-27,35,48H,3,14-17,19-22H2,1-2H3/t26-,27?,35-,37-/m0/s1 checkY
    • Key:RAGOYPUPXAKGKH-AGDNISCASA-N checkY
      (verify)

    ପୋସାକୋନାଜୋଲ, ଅନ୍ୟମାନଙ୍କ ମଧ୍ୟରେ ନୋକ୍ସାଫିଲ୍ ଏକ ବିକ୍ରୟ ନାମ, ହେଉଛି ଏକ କବକରୋଧୀ ଔଷଧ ଯାହା ଥ୍ରଶ୍, ଆସ୍ପର୍ଗିଲୋସିସ, ମ୍ୟୁକରମାଇକୋସିସ୍, କୋକସିଡିଓଇଡୋମାଇକୋସିସ୍, ଫୁସାରିଓସିସ୍ ଏବଂ କ୍ରୋମୋବ୍ଲାଷ୍ଟୋମାଇକୋସିସ୍ ରୋଗର ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହାର କରାଯାଏ ।[] [] ଯେତେବେଳେ ଅନ୍ୟ ଚିକିତ୍ସା ଉପଯୁକ୍ତ ନୁହେଁ ସେତେବେଳେ ଏହା ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଓ ଆବଶ୍ୟକ ମତେ ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ଜ୍ୱର ଏବଂ ଯକୃତ ସମସ୍ୟା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କ୍ୟୁଟି (QT) ବିସ୍ତାର ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ, ପ୍ରାରମ୍ଭିକ ଗର୍ଭଧାରଣରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଏହା ଏକ ଆଜୋଲ ପରିବାରର ଔଷଧର ଯାହା ଲାନୋଷ୍ଟେରଲ୍ ୧୪ ଆଲଫା-ଡେମେଥାଇଲେଜକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ୨୦୦୫ ମସି‌ହାରେ ୟୁରୋପରେ ଏବଂ ୨୦୦୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପୋସାକୋନାଜୋଲ୍ ଅନୁମୋଦିତ ହୋଇଥିଲା ।[] [] ଏହାର ମୂଳ ବା ଜେନେରିକ୍ ସଂସ୍କରଣଗୁଡିକ ଅନୁମୋଦିତ ହୋଇଛି।[] [] ଯୁକ୍ତରାଜ୍ୟରେ ୧୦୦ ମିଗ୍ରାର ୨୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୦୦ପାଉଣ୍ଡ ଥିଲା ।।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୧୦ ଡଲାର ଅଟେ ।[]

    1. 1 2 "Posaconazole (Noxafil) Use During Pregnancy". Drugs.com. 23 April 2019. Archived from the original on 30 January 2020. Retrieved 30 January 2020.
    2. 1 2 3 4 5 "Noxafil". Archived from the original on 19 October 2021. Retrieved 29 October 2021.
    3. 1 2 3 4 5 "Posaconazole Monograph for Professionals". Drugs.com (in ଇଂରାଜୀ). Archived from the original on 19 October 2021. Retrieved 29 October 2021.
    4. "Posaconazole: FDA-Approved Drugs". U.S. Food and Drug Administration (FDA). Archived from the original on 20 October 2020. Retrieved 15 August 2020.
    5. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 638. ISBN 978-0857114105.
    6. "Posaconazole Prices, Coupons & Savings Tips - GoodRx". GoodRx. Retrieved 29 October 2021.