ପୋଲାଟୁଜୁମାବ ଭେଡୋଟିନ
| Monoclonal antibody | |
|---|---|
| Type | Whole antibody |
| Source | Humanized (from mouse) |
| Target | CD79B |
| Clinical data | |
| Trade names | Polivy |
| Synonyms | DCDS4501A, RG7596, polatuzumab vedotin-piiq |
| AHFS/Drugs.com | monograph |
| MedlinePlus | a619039 |
| data |
|
| Pregnancy category | |
| Legal status | |
| Legal status | |
| Chemical and physical data | |
| Formula | C6670H10317N1745O2087S40 |
| Molar mass | ୧,୪୯,୬୨୭.୪୩ g·mol−1 |
ପୋଲାଟୁଜୁମାବ ଭେଡୋଟିନ (ଇଂରାଜୀ ଭାଷାରେ Polatuzumab vedotin), ପଲିଭି ଏହାର ଏକ ବିକ୍ରୟ ନାମ ହେଉଛି ଏକ ଔଷଧ ଯାହା ବେଣ୍ଡାମଷ୍ଟିନ ଏବଂ ରିଟକ୍ସିମାବ୍ ସହିତ ମିଶ୍ରିତ ହୋଇ ବଡ଼ ବି-ସେଲ୍ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଯେତେବେଳେ ଅନ୍ୟ କୌଣସି ଚିକିତ୍ସା କାମ ନ କରେ, ସେତେବେଳ ଏହା ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, କମ୍ ପ୍ଲାଟୈଲେଟ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଅଇ, ଏବଂ ଜ୍ୱର ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ନିଉରୋପାଥି, ଇନଫ୍ୟୁଜନ୍ ପ୍ରତିକ୍ରିୟା, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ଯକୃତ ସମସ୍ୟା ଏବଂ ସଂକ୍ରମଣ ହୋଇପାରେ ।[୪] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ମୋନୋମିଥାଇଲ ଅରିଷ୍ଟାଟିନ ଇ (MMAE) ସହିତ ଯୋଡ଼ି ହୋଇ ସିଡି୭୯ବି (CD79b) ସହିତ ସଂଯୁକ୍ତ ହୋଇଥାଏ ।[୫]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ 2୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋଲାଟୁଜୁମାବ ଭେଡୋଟିନ ଅନୁମୋଦିତ ହୋଇଥିଲା ।[୪] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୧୧୦୦୦ ଡଲାର ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫,୭୦୦ ଡଲାର ଅଟେ ।[୭]
ଆଧାର
[ସମ୍ପାଦନା]- ↑ "Polivy Australian prescription medicine decision summary". Therapeutic Goods Administration (TGA). 13 December 2019. Archived from the original on 5 March 2020. Retrieved 23 August 2020.
- ↑ "Polivy EPAR". European Medicines Agency (EMA). 27 January 2020. Archived from the original on 27 October 2020. Retrieved 8 March 2020.
- ↑ "Polivy- polatuzumab vedotin injection, powder, lyophilized, for solution". DailyMed. 14 November 2019. Archived from the original on 22 October 2020. Retrieved 23 August 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Polatuzumab Vedotin-piiq Monograph for Professionals". Drugs.com (in ଇଂରାଜୀ). Archived from the original on 27 December 2021. Retrieved 28 October 2021.
- ↑ ୫.୦ ୫.୧ ୫.୨ "Polivy". Archived from the original on 27 October 2020. Retrieved 28 October 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 926. ISBN 978-0857114105.
- ↑ "Polivy Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 28 October 2021.