Jump to content

ପୋଲାଟୁଜୁମାବ ଭେଡୋଟିନ

ଉଇକିପିଡ଼ିଆ‌ରୁ
ପୋଲାଟୁଜୁମାବ ଭେଡୋଟିନ
Monoclonal antibody
TypeWhole antibody
SourceHumanized (from mouse)
TargetCD79B
Clinical data
Trade namesPolivy
SynonymsDCDS4501A, RG7596, polatuzumab vedotin-piiq
AHFS/Drugs.commonograph
MedlinePlusa619039
data
Pregnancy
category
Legal status
Legal status
Chemical and physical data
FormulaC6670H10317N1745O2087S40
Molar mass୧,୪୯,୬୨୭.୪୩ g·mol−1

ପୋଲାଟୁଜୁମାବ ଭେଡୋଟିନ (ଇଂରାଜୀ ଭାଷାରେ Polatuzumab vedotin), ପଲିଭି ଏହାର ଏକ ବିକ୍ରୟ ନାମ ହେଉଛି ଏକ ଔଷଧ ଯାହା ବେଣ୍ଡାମଷ୍ଟିନ ଏବଂ ରିଟକ୍ସିମାବ୍ ସହିତ ମିଶ୍ରିତ ହୋଇ ବଡ଼ ବି-ସେଲ୍ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଯେତେବେଳେ ଅନ୍ୟ କୌଣସି ଚିକିତ୍ସା କାମ ନ କରେ, ସେତେବେଳ ଏହା ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲାଲ ରକ୍ତ କଣିକା, କମ୍ ପ୍ଲାଟୈଲେଟ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ତରଳ ଝାଡ଼ା, ଅଇ, ଏବଂ ଜ୍ୱର ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପେରିଫେରାଲ୍ ନିଉରୋପାଥି, ଇନଫ୍ୟୁଜନ୍ ପ୍ରତିକ୍ରିୟା, ଟ୍ୟୁମର ଲାଇସିସ୍ ସିଣ୍ଡ୍ରୋମ, ଯକୃତ ସମସ୍ୟା ଏବଂ ସଂକ୍ରମଣ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ମୋନୋମିଥାଇଲ ଅରିଷ୍ଟାଟିନ ଇ (MMAE) ସହିତ ଯୋଡ଼ି ହୋଇ ସିଡି୭୯ବି (CD79b) ସହିତ ସଂଯୁକ୍ତ ହୋଇଥାଏ ।[]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ 2୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋଲାଟୁଜୁମାବ ଭେଡୋଟିନ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୧୧୦୦୦ ଡଲାର ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫,୭୦୦ ଡଲାର ଅଟେ ।[]

  1. "Polivy Australian prescription medicine decision summary". Therapeutic Goods Administration (TGA). 13 December 2019. Archived from the original on 5 March 2020. Retrieved 23 August 2020.
  2. "Polivy EPAR". European Medicines Agency (EMA). 27 January 2020. Archived from the original on 27 October 2020. Retrieved 8 March 2020.
  3. "Polivy- polatuzumab vedotin injection, powder, lyophilized, for solution". DailyMed. 14 November 2019. Archived from the original on 22 October 2020. Retrieved 23 August 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ "Polatuzumab Vedotin-piiq Monograph for Professionals". Drugs.com (in ଇଂରାଜୀ). Archived from the original on 27 December 2021. Retrieved 28 October 2021.
  5. ୫.୦ ୫.୧ ୫.୨ "Polivy". Archived from the original on 27 October 2020. Retrieved 28 October 2021.
  6. BNF 81: March-September 2021. BMJ Group and the Pharmaceutical Press. 2021. p. 926. ISBN 978-0857114105.
  7. "Polivy Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 28 October 2021.