ପୋନ୍ନୁର
ଦେଖଣା
Ponnur
పొన్నూరు | |
|---|---|
| ଦେଶ | India |
| ରାଜ୍ୟ | Andhra Pradesh |
| ଜିଲ୍ଲା | Guntur |
| Government | |
| • MLA | Dulipala Narendra Kumar |
| Area | |
| • ସମୁଦାୟ | 26.16 km2 (10.10 sq mi) |
| Population (2011)[୨] | |
| • Total | ୫୯,୯୧୩ |
| • Density | 2,300/km2 (5,900/sq mi) |
| ଭାଷା | |
| • ସରକାରୀ | Telugu |
| Time zone | UTC+5:30 (IST) |
| PIN | 522 124 |
| Telephone code | +91–8643 |
| Sex ratio | 1:0.96 ♂/♀ |
| Website | Ponnur Municipality |
ପୋନ୍ନୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋନ୍ନୁର ସହରର ମୋଟ ଜନସଂଖ୍ୟା ୫୬୫୦୪ ଅଟେ ।[୩] ସେଥି ମଧ୍ୟରୁ ୫୦.୨୪% ଜଣ ପରୁଷ ହୋଇଥିବା ବେଳେ ୪୯.୭୬% ଜଣ ନାରୀ ଅଟନ୍ତି । ପୋନ୍ନୁରର ସାକ୍ଷରତା ହାର ୬୮.୨୦% ଅଟେ । ଏହା ଜାତୀୟ ହାରଠାରୁ ୩.୩୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୫୩% ପ୍ରତିଶତ ପୁରୁଷ ଓ ୩୧.୬୭% ନାରୀ ଅଟନ୍ତି । ୧୦.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତେଲୁଗୁ ପୋନ୍ନୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Basic Information of Municipality". Municipal Administration & Urban Development Department. Government of Andhra Pradesh. Archived from the original on 31 July 2014. Retrieved 17 June 2015.
- ↑ "Census 2011". The Registrar General & Census Commissioner, India. Retrieved 24 August 2014.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.