ପୋଡାନ୍ନୁର
ଦେଖଣା
Podanur | |
|---|---|
neighbourhood | |
| Country | |
| State | Tamil Nadu |
| District | Coimbatore |
| Languages | |
| Time zone | UTC+5:30 (IST) |
| PIN | 641023 |
| ଯାନବାହାନ ପଞ୍ଚୀକରଣ | TN 37 |
| Telephone code | +91-422 |
ପୋଡାନ୍ନୁର ବା ପୋଥାନୁର (Railway Station Code : PTJ)ଭାରତୀୟ ରାଜ୍ୟ ତାମିଲନାଡୁର କୋଇମ୍ବାଟୁର ସହର ଉପକଣ୍ଠରେ ଥିବା ଏକ ସହର । ଏହା ଏକ ପ୍ରାଚୀନ ସହର । ବ୍ରିଟିଶ ରାଜୁତି ସମୟରେ ଏହାର ତପ୍ତର୍ଜ୍ୟ ଯୋଗୁଁ ଏଠାରେ ବୃହତ ରେଳ ଷ୍ଟେସନ ସ୍ଥାପନ କରାଯାଇଥିଲା । ଏହି ସ୍ତେତୀୟନ 1862 ମସିହାରେ ସ୍ଥାପିତ ହେଇ ମାଳ ଯାତାୟତ କ୍ଷେତ୍ର ରେ ଦକ୍ଷିଣ ଭାରତରେ ଅଗ୍ରଣୀ ଭୂମିକା ନେଇଥିଲା । ଏହି ଷ୍ଟେସନ ଚେନ୍ନଇ ସେଣ୍ଟରକ ରେଳ ଷ୍ଟେସନରୁ ମଧ୍ୟ ପୁରାତନ । .[୧]
ପୁନଶ୍ଚ ଦେଖଣା
[ସମ୍ପାଦନା]- Podanur Junction
- Railway stations in India
ଆଧାର
[ସମ୍ପାଦନା]- ↑ Podanur fades into obscurity