ପେଣ୍ଟୋଷ୍ଟାଟିନ
Clinical data | |
---|---|
Trade names | Nipent |
Synonyms | 2'-deoxycoformycin (DCF) |
AHFS/Drugs.com | monograph |
MedlinePlus | a692004 |
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Bioavailability | n/a |
Protein binding | 4% |
Metabolism | Liver, minor |
Elimination half-life | 2.6 to 16 hours, mean 5.7 hours |
Identifiers | |
| |
ECHA InfoCard | 100.164.991 |
Chemical and physical data | |
Formula | C11H16N4O4 |
Molar mass | ୨୬୮.୨୭ g·mol−1 |
3D model (JSmol) | |
| |
| |
(verify) |
ପେଣ୍ଟୋଷ୍ଟାଟିନ (ଇଂରାଜୀ ଭାଷାରେ Pentostatin), ନିପେଣ୍ଟ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ଲୋମଶ ଜୀବକୋଷ ଲିଉକେମିଆ, କ୍ରୋନିକ୍ ଲିମ୍ଫୋସାଇଟିକ ଲିଉକେମିଆ (CLL) ଏବଂ ଚର୍ମ ଟି-ସେଲ୍ ଲିମ୍ଫୋମା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଜ୍ୱର, ରାସ, କାଶ, ଅଣନିଶ୍ୱାସ, ଗଲୁ, ମୁଣ୍ଡବିନ୍ଧା ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ, କୋମା, ବୃକ୍କ ସମସ୍ୟା, ଫୁସଫୁସ ବିଷାକ୍ତତା ଏବଂ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ ପ୍ୟୁରିନ ବିରୋଧୀ ଅଟେ ।[୧]
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପେଣ୍ଟୋଷ୍ଟାଟିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୧୦ ମିଗ୍ରା ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୭୩୦ ପାଉଣ୍ଡ ଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୩୦୦ ଡଲାର ଅଟେ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pentostatin Monograph for Professionals". Drugs.com (in ଇଂରାଜୀ). Archived from the original on 16 August 2019. Retrieved 27 October 2021.
- ↑ "DailyMed - NIPENT- pentostatin injection, powder, lyophilized, for solution". dailymed.nlm.nih.gov. Archived from the original on 22 January 2021. Retrieved 27 October 2021.
- ↑ BNF 81: March-September 2021. BMJ Group and the Pharmaceutical Press. 2021. p. 964. ISBN 978-0857114105.
- ↑ "Nipent Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 27 October 2021.