ପୁରୁଷୋତ୍ତମ ପଣ୍ଡା
ଦେଖଣା
ପୁରୁଷୋତ୍ତମ ପଣ୍ଡା | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ନିର୍ବାଚନ ମଣ୍ଡଳୀ | କତରବଗା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ନଭେମ୍ବର ୧୯୨୯ |
ମୃତ୍ୟୁ | ୨୪ ଫେବୃଆରୀ ୨୦୦୯ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ଶାରଦା କୁମାରୀ ପଣ୍ଡା |
ବାପା/ବୋଉ | ଚକ୍ରଧର ପଣ୍ଡା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ପୁରୁଷୋତ୍ତମ ପଣ୍ଡା (୭ ନଭେମ୍ବର ୧୯୨୯ - ୨୪ ଫେବୃଆରୀ ୨୦୦୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କତରବଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପୁରୁଷୋତ୍ତମ ପଣ୍ଡା ୧୯୨୯ ମସିହାର ନଭେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚକ୍ରଧର ପଣ୍ଡା ଓ ପତ୍ନୀଙ୍କ ନାମ ଶାରଦା କୁମାରୀ ପଣ୍ଡା ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ପୁରୁଷୋତ୍ତମ ପଣ୍ଡା ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ପୁରୁଷୋତ୍ତମ ପଣ୍ଡା ୨୦୦୯ ମସିହାର ଫେବୃଆରୀ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Purusottam Panda". odishaassembly.nic.in. Odisha Assembly. Retrieved 18 January 2023.