ପୁରଣପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପୁରଣପୁର
Puranpur sandhwal
city
Country India
StateUttar Pradesh
DistrictPilibhit
Elevation
180 m (590 ft)
Population
 (2001)
 • Total୩୭,୧୯୩
Languages
 • OfficialHindi
Time zoneUTC+5:30 (IST)
PIN
262122
Telephone code5880


ପୁରଣପୁର ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ପିଲି‌‌ଭିତ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପୁରଣପୁର ୨୮.୫୧୨୮ ଉତ୍ତର ଅକ୍ଷାଂଶ ଓ ୮୦.୧୪୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୁରଣପୁର ସହରର ମୋଟ ଜନସଂଖ୍ୟା ୩୭୧୯୩ ଅଟେ ।[୨] ସେଥି ମଧ୍ୟରୁ ୫୨.୩୯% ଜଣ ପରୁଷ ହୋଇଥିବା ବେଳେ ୪୭.୬୧% ଜଣ ନାରୀ ଅଟନ୍ତି । ପୁରଣପୁରର ସାକ୍ଷରତା ହାର ୫୩.୮୭% ଅଟେ । ଏହା ଜାତୀୟ ହାରଠାରୁ ୧୦.୯୭% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୨.୧୨% ପ୍ରତିଶତ ପୁରୁଷ ଓ ୨୧.୭୫% ନାରୀ ଅଟନ୍ତି । ୧୫.୦୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ପୁରଣପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]