ପୁତ୍ତିଙ୍ଗାଳ ମନ୍ଦିର
ଦେଖଣା
| Puttingal Temple പരവൂര് പുറ്റിങ്ങല് ദേവീക്ഷേത്രം | |
|---|---|
Puttingal temple festival | |
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| District | Kollam |
| Location | |
| ସ୍ଥାନ | Paravur |
| State | Kerala |
| Country | India |
ପୁତ୍ତିଙ୍ଗାଳ ମନ୍ଦିର, ଭାରତୀୟ ରାଜ୍ୟ କେରଲର ତଟବର୍ତୀ ସହର ପାରାଭୁରଠାରେ ଥିବା ଏକ ହିନ୍ଦୁ ମନ୍ଦିର । ଦେବୀଙ୍କ ଉପସ୍ଥିତି ଅନୁଭୂତ ହେବା ପରେ ପିମ୍ପୁଡି ପାହାଡ ଉପରେ ମନ୍ଦିର ସ୍ଥାପିତ ହେଇଥିଲା । .[୧]
ଭରାଣୀ ଦିନ ଏହି ମନ୍ଦିରରେ ବଡ ଆକାରରେ ପର୍ବ ପାଳିତ ହେଇଥାଏ ।
2016 ଅଗ୍ନି ବିପତ୍ତି
[ସମ୍ପାଦନା]ଏପ୍ରିଲ 10 ତାରିଖ , 2016 ମସିହାରେ ଏକ ବାଣ ଦୁର୍ଘଟଣାରେ ଏଠାରେ 114 ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ହେଇଥିଲା ଓ 350 ଜଣ ଆହତ ହେଇଥିଲେ । ବାଣ ରଖାଯାଇଥିବା ସ୍ଥାନରେ ଏକ ଫାଟକା ଫୁଟି ଯିବାରୁ ଏହା ହେଇଥିଲା ।[୨] ମନ୍ଦିର କାର୍ତୁପକ୍ଷ ବାଣର ଶୋ କରିବାକୁ ବିଭାଗୀୟ ଅନୁମତି କିମ୍ବା ପ୍ରତିକାର ମୂଳକ ବ୍ୟବସ୍ଥା କରିନଥିବାରୁ ତାଙ୍କ ଉପରେ ମକଦ୍ଦମା ହେଇଛି ।
ପୁନଶ୍ଚ ଦେଖଣା
[ସମ୍ପାଦନା]- List of Hindu temples in Kerala
ଆଧାର
[ସମ୍ପାଦନା]- ↑ "About Temple History". Archived from the original on 17 February 2012. Retrieved 18 April 2016.
- ↑ "Massive fire at Paravur's Puttingal temple in Kerala". The Times of India. 10 April 2016. Retrieved 10 April 2016.