ପିଲିବାଙ୍ଗା

ଉଇକିପିଡ଼ିଆ ରୁ
Jump to navigation Jump to search
Pilibanga
city
Pilibanga is located in Rajasthan
Pilibanga
Pilibanga
Location in Rajasthan, India
ଅବସ୍ଥିତି: 29°29′20″N 74°04′29″E / 29.488802°N 74.074802°E / 29.488802; 74.074802Coordinates: 29°29′20″N 74°04′29″E / 29.488802°N 74.074802°E / 29.488802; 74.074802
Country India
StateRajasthan
DistrictHanumangarh
ଜନସଂଖ୍ୟା (2011)[୧]
 • ମୋଟ୩୭
IST (UTC+5:30)
ପିନ କୋଡ଼335803
Telephone code01508


ପିଲିବାଙ୍ଗା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ହନୁମନ୍‌‌ଗଡ଼ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପିଲିବାଙ୍ଗା ସହରର ମୋଟ ଜନସଂଖ୍ୟା ୩୩୬୦୭ ଅଟେ ।[୨] ସେଥି ମଧ୍ୟରୁ ୫୩.୨୫% ଜଣ ପରୁଷ ହୋଇଥିବା ବେଳେ ୪୬.୭୫% ଜଣ ନାରୀ ଅଟନ୍ତି । ପିଲିବାଙ୍ଗାର ସାକ୍ଷରତା ହାର ୫୭.୬୦% ଅଟେ । ଏହା ଜାତୀୟ ହାର ଠାରୁ ୭.୨୪% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୦୩% ପ୍ରତିଶତ ପୁରୁଷ ଓ ୨୨.୫୮% ନାରୀ ଅଟନ୍ତି । ୧୫.୫୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ପିଲିବାଙ୍ଗାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]