ପିଲଖୁୱା

ଉଇକିପିଡ଼ିଆ ରୁ
Jump to navigation Jump to search
Pilkhuwa
city
Pilkhuwa is located in Uttar Pradesh
Pilkhuwa
Pilkhuwa
Location in Uttar Pradesh, India
ଅବସ୍ଥିତି: 28°42′43″N 77°39′16″E / 28.711969°N 77.654457°E / 28.711969; 77.654457Coordinates: 28°42′43″N 77°39′16″E / 28.711969°N 77.654457°E / 28.711969; 77.654457
ଦେଶ India
ରାଜ୍ୟUttar Pradesh
ଜିଲ୍ଲାHapur
ଜନସଂଖ୍ୟା (2012)
 • ମୋଟO
ଭାଷା
 • ସରକାରୀHindi
IST (UTC+5:30)
ପିନ କୋଡ଼245304
ଗାଡ଼ି ପଞ୍ଜିକରଣUP 37 & UP 14

ପିଲଖୁୱା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ଘଜିଅବଦ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପିଲଖୁୱା ସହରର ମୋଟ ଜନସଂଖ୍ୟା ୬୭୧୯୧ ଅଟେ ।[୧] ସେଥି ମଧ୍ୟରୁ ୫୩.୧୮% ଜଣ ପରୁଷ ହୋଇଥିବା ବେଳେ ୪୬.୮୨% ଜଣ ନାରୀ ଅଟନ୍ତି । ପିଲଖୁୱାର ସାକ୍ଷରତା ହାର ୬୨.୦୧% ଅଟେ । ଏହା ଜାତୀୟ ହାର ଠାରୁ ୨.୮୩% ପ୍ରତିଶତ କମ ଅଟେ । ସେଥିରୁ ୩୭.୫୨% ପ୍ରତିଶତ ପୁରୁଷ ଓ ୨୪.୫୦% ନାରୀ ଅଟନ୍ତି । ୧୬.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ହିନ୍ଦୀ ପିଲଖୁୱାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]