ପିର୍ଟୋବ୍ରୁଟିନିବ
Clinical data | |
---|---|
Trade names | Jaypirca |
Synonyms | LOXO-305 |
AHFS/Drugs.com | monograph |
MedlinePlus | a623012 |
data | |
Routes of administration | By mouth |
Drug class | Protein kinase inhibitor |
ATC code | |
Legal status | |
Legal status | |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
PDB ligand | |
Chemical and physical data | |
Formula | C22H21F4N5O3 |
Molar mass | ୪୭୯.୪୪ g·mol−1 |
3D model (JSmol) | |
| |
|
ପିର୍ଟୋବ୍ରୁଟିନିବ (ଇଂରାଜୀ ଭାଷାରେ Pirtobrutinib), ଜୟପିର୍କା ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମଣ୍ଟଲ ଜୀବକୋଷ ଲିମ୍ଫୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [1] ଅନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[1] ଏହା ପାଟିରେ ଦିଆଯାଏ ।[1]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଅସ୍ଥି-ମାଂସପେଶୀ ଯନ୍ତ୍ରଣା, ତରଳ ଝାଡ଼ା, ଫୁଲା, ଅଣନିଶ୍ୱାସ, ନିମୋନିଆ ଏବଂ ଘାଆ ଅନ୍ତର୍ଭୁକ୍ତ । [୩] ଲାବୋରେଟୋରୀ ଅସ୍ୱାଭାବିକତା ମଧ୍ୟରେ କମ୍ ରକ୍ତ ନିଉଟ୍ରୋଫିଲ୍, କମ୍ ରକ୍ତ ଲିମ୍ଫୋସାଇଟ୍ କିମ୍ବା କମ୍ ରକ୍ତ ପ୍ଲାଟେଲେଟ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଟ୍ରିଆଲ୍ ଫିବ୍ରିଲେସନ ଏବଂ ଅନ୍ୟାନ୍ୟ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ବ୍ରୋଟୋନସ ଟାଇରୋସିନ କାଇନେଜକୁ (BTK) ଅବରୋଧ କରି ଲିମ୍ଫୋସାଇଟ୍ ପ୍ରତିରୋଧ କାର୍ଯ୍ୟ କରେ | [୪]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପିର୍ଟୋବ୍ରୁଟିନିବ ଅନୁମୋଦିତ ହୋଇଛି । [1] ୟୁରୋପରେ ୨୦୧୩ ରେ ସର୍ତ୍ତମୂଳକ ଅନୁମୋଦନ ପାଇଁ ସୁପାରିଶ କରାଯାଇଛି ।[3] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ଚିକିତ୍ସା ପିଛା ମାସକୁ ପ୍ରାୟ ୨୨,୦୦୦ ଡଲାର ଖର୍ଚ୍ଚ ହେଉଥିଲା ।[4]
ଆଧାର
[ସମ୍ପାଦନା]- ↑ "Jaypirca EPAR". European Medicines Agency (EMA). 20 November 2023. Archived from the original on 22 November 2023. Retrieved 22 November 2023.
- ↑ "Jaypirca Product information". Union Register of medicinal products. 31 October 2023. Archived from the original on 22 November 2023. Retrieved 22 November 2023.
- ↑ ୩.୦ ୩.୧ ୩.୨ ୩.୩ "Jaypirca- pirtobrutinib tablet, coated". DailyMed. 27 January 2023. Archived from the original on 11 February 2023. Retrieved 11 February 2023.
- ↑ Aslan B, Kismali G, Iles LR, Manyam GC, Ayres ML, Chen LS, Gagea M, Bertilaccio MT, Wierda WG, Gandhi V (May 2022). "Pirtobrutinib inhibits wild-type and mutant Bruton's tyrosine kinase-mediated signaling in chronic lymphocytic leukemia". Blood Cancer Journal. 12 (5): 80. doi:10.1038/s41408-022-00675-9. ISSN 2044-5385. PMC 9123190. PMID 35595730.
{{cite journal}}
: Unknown parameter|displayauthors=
ignored (|display-authors=
suggested) (help)