ପିନ୍ଦୱାରା
Appearance
Pindwara | |
---|---|
town | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Sirohi |
Elevation | 372 m (1,220 ft) |
Population (2001) | |
• Total | ୨୦,୭୫୮ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
ପିନ୍ଦୱାରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସିରୋହି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପିନ୍ଦୱାରା ୨୪.୭୯୫୯ ଉତ୍ତର ଅକ୍ଷାଂଶ ଓ ୭୩.୦୫୪୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପିନ୍ଦୱାରା ସହରର ମୋଟ ଜନସଂଖ୍ୟା ୨୦୭୫୮ ଅଟେ ।[୨] ସେଥି ମଧ୍ୟରୁ ୫୨.୭୪% ଜଣ ପରୁଷ ହୋଇଥିବା ବେଳେ ୪୭.୨୬% ଜଣ ନାରୀ ଅଟନ୍ତି । ପିନ୍ଦୱାରାର ସାକ୍ଷରତା ହାର ୬୦.୦୭% ଅଟେ । ଏହା ଜାତୀୟ ହାରଠାରୁ ୪.୭୭% ପ୍ରତିଶତ କମ ଅଟେ । ସେଥିରୁ ୩୮.୧୯% ପ୍ରତିଶତ ପୁରୁଷ ଓ ୨୧.୮୮% ନାରୀ ଅଟନ୍ତି । ୧୬.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ପିନ୍ଦୱାରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.