ପିଟୋଲିସାଣ୍ଟ

ଉଇକିପିଡ଼ିଆ‌ରୁ
ପିଟୋଲିସାଣ୍ଟ
Clinical data
Trade namesWakix, Ozawade, others
SynonymsTiprolisant; Ciproxidine; BF2.649
AHFS/Drugs.commonograph
MedlinePlusa619055
data
Routes of
administration
By mouth
Legal status
Legal status
Identifiers
  • 1-[3-[3-(4-chlorophenyl)propoxy]propyl]piperidine
Chemical and physical data
FormulaC17H26ClNO
Molar mass୨୯୫.୮୫ g·mol−1
3D model (JSmol)
  • C1CCN(CC1)CCCOCCCC2=CC=C(C=C2)Cl
  • InChI=1S/C17H26ClNO/c18-17-9-7-16(8-10-17)6-4-14-20-15-5-13-19-11-2-1-3-12-19/h7-10H,1-6,11-15H2 checkY
  • Key:NNACHAUCXXVJSP-UHFFFAOYSA-N checkY
  (verify)

ପିଟୋଲିସାଣ୍ଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ୱାକିକ୍ସ, ହେଉଛି ଏକ ଔଷଧ ଯାହା ନାର୍କୋଲପ୍ସିରେ ହେଉଥିବା ଅତ୍ୟଧିକ ଦିବା ନିଦ୍ରାର ଚିକିତ୍ସା ପାଇଁ ଦିଆଯାଏ ।[୩] ଏହାକୁ ସକାଳେ ଦିନରେ ଥରେ ପାଟିରେ ଦିଆଯାଏ ।[୨] [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ବାନ୍ତି ଏବଂ ଉଦ୍‌ବେଗ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ୟୁଟି ପ୍ରଲମ୍ବିତ ହୋଇପାରେ ।[୫] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୬] ଏହା ହିଷ୍ଟାମାଇନ୍ ଏଚ ରିସେପ୍ଟରର ହେଉଥିବା ସାଧାରଣପ୍ରତିକ୍ରିୟାର ଏକ ବିପରୀତ ପ୍ରତିକ୍ରିୟା ଆଣେ ।[୩] ଏହା ମସ୍ତିଷ୍କରେ ହିଷ୍ଟାମାଇନ୍ ନ୍ୟୁରନ୍ ଗୁଡିକର କାର୍ଯ୍ୟକଳାପକୁ ବୃଦ୍ଧି କରାଇଥାଏ, ଯାହା ଜଣେ ବ୍ୟକ୍ତିଙ୍କୁ ଜାଗ୍ରତ କରିଥାଏ | [୭] [୨]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପିଟୋଲିସାଣ୍ଟ ଅନୁମୋଦିତ ହୋଇଥିଲା ।[୫] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ନିମନ୍ତେ ପ୍ରତି ମାସରେ ପ୍ରାୟ ୩୧୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୬,୮୦୦ ଡଲାର ଅଟେ । [୮]

ଆଧାର[ସମ୍ପାଦନା]

  1. "Wakix EPAR". European Medicines Agency (EMA). Archived from the original on 12 November 2020. Retrieved 18 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. ୨.୦ ୨.୧ ୨.୨ ୨.୩ ୨.୪ "Ozawade EPAR". European Medicines Agency (EMA). Archived from the original on 15 October 2021. Retrieved 15 October 2021.
  3. ୩.୦ ୩.୧ ୩.୨ "Wakix- pitolisant hydrochloride tablet, film coated". DailyMed. 6 November 2019. Archived from the original on 11 August 2020. Retrieved 18 August 2020.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 513. ISBN 978-0857114105.
  5. ୫.୦ ୫.୧ "Pitolisant Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 28 October 2021.
  6. "Pitolisant (Wakix) Use During Pregnancy". Drugs.com (in ଇଂରାଜୀ). Archived from the original on 18 March 2020. Retrieved 28 October 2021.
  7. Syed YY (20 July 2016). "Pitolisant: First Global Approval". Drugs. 76 (13): 1313–1318. doi:10.1007/s40265-016-0620-1. PMID 27438291.
  8. "Wakix Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 28 October 2021.