ପାଲୱାଞ୍ଚା
ଦେଖଣା
Palvancha
పాల్వంచ Paloncha, Palvancha , Palwancha, New Paloncha | |
---|---|
Town | |
ଦେଶ | India |
ରାଜ୍ୟ | Telangana |
ଜିଲ୍ଲା | Khammam |
Government | |
• Body | Municipality |
Area | |
• ସମୁଦାୟ | 26.5 km2 (10.2 sq mi) |
Elevation | 107 m (351 ft) |
Population (2011) | |
• Total | ୮୫,୦୦୦ |
• Density | 3,200/km2 (8,300/sq mi) |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
ପାଲୱାଞ୍ଚା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଖମ୍ମମ୍ ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲୱାଞ୍ଚା ସହରର ମୋଟ ଜନସଂଖ୍ୟା ୬୮୫୬୧ ଅଟେ ।[୧] ସେଥି ମଧ୍ୟରୁ ୫୧.୨୪% ଜଣ ପରୁଷ ହୋଇଥିବା ବେଳେ ୪୮.୭୬% ଜଣ ନାରୀ ଅଟନ୍ତି । ପାଲୱାଞ୍ଚାର ସାକ୍ଷରତା ହାର ୬୨.୩୪% ଅଟେ । ଏହା ଜାତୀୟ ହାରଠାରୁ ୨.୫୦% ପ୍ରତିଶତ କମ ଅଟେ । ସେଥିରୁ ୩୫.୩୬% ପ୍ରତିଶତ ପୁରୁଷ ଓ ୨୬.୯୭% ନାରୀ ଅଟନ୍ତି । ୧୨.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
[ସମ୍ପାଦନା]ତେଲୁଗୁ ପାଲୱାଞ୍ଚାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.