ପାଲ୍ଲାଦମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Palladam
Town
Country India
StateTamil Nadu
DistrictTirupur
MetroTirupur
Government
 • TypeFirst Grade Municipality
 • BodyPalladam Municipality
Area
 • ସମୁଦାୟ19.42 km2 (7.50 sq mi)
Elevation
325 m (1,066 ft)
Population
 (2011)[୧]
 • Total୪୨,୨୨୫
 • Density2,200/km2 (5,600/sq mi)
Time zoneUTC+5:30 (IST)
Telephone code+91-04255
ଯାନବାହାନ ପଞ୍ଚୀକରଣTN-42
Websitewww.municipality.tn.gov.in/palladam


ପାଲ୍ଲାଦମ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର କୋଇମ୍ବତୋରେ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାଲ୍ଲାଦମ ୧୦.୯୯୫୮ ଉତ୍ତର ଅକ୍ଷାଂଶ ଓ ୭୭.୨୮୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୦୬୬ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲ୍ଲାଦମ ସହରର ମୋଟ ଜନସଂଖ୍ୟା ୨୯୧୪୫ ଅଟେ ।[୪] ସେଥି ମଧ୍ୟରୁ ୫୦.୬୧% ଜଣ ପରୁଷ ହୋଇଥିବା ବେଳେ ୪୯.୩୯% ଜଣ ନାରୀ ଅଟନ୍ତି । ପାଲ୍ଲାଦମର ସାକ୍ଷରତା ହାର ୭୨.୫୫% ଅଟେ । ଏହା ଜାତୀୟ ହାରଠାରୁ -୭.୭୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୪୮% ପ୍ରତିଶତ ପୁରୁଷ ଓ ୩୨.୦୮% ନାରୀ ଅଟନ୍ତି । ୧୦.୯୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତାମିଲ ପାଲ୍ଲାଦମର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; 2011census ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  2. "Palladam Municipality Information". Archived from the original on 2013-01-08. Retrieved 2015-10-01.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]