ପାଲି, ରାଜସ୍ଥାନ

ଉଇକିପିଡ଼ିଆ ରୁ
Jump to navigation Jump to search
ପାଲି
Pali
Pali-Marwar

the industrial city
ଦେଶ ଭାରତ
ରାଜ୍ୟରାଜସ୍ଥାନ
ଜିଲ୍ଲାପାଲି ଜିଲ୍ଲା
ସରକାର
 • Municipal Council ChairmanMr. Mahendra bohra
 • CollectorMr. Kumarpal Gautam, IAS
କ୍ଷେତ୍ରଫଳ
 • ମୋଟ12,330.79 km2 (4,760.94 sq mi)
ଜନସଂଖ୍ୟା
 (2011)
 • ମୋଟ୨,୨୯,୯୫୬
 • ଘନତା/km2 (48/sq mi)
ଭାଷା,
 • ସରକାରୀହିନ୍ଦୀ, ମାରୱାଡି, ଗୋଡ଼ୱାଡି
ସମୟ ମଣ୍ଡଳUTC+୫:୩୦ (IST)
ପିନ କୋଡ଼
୩୦୬୪୦୧
ଟେଲିଫୋନ କୋଡ଼ rani୦୨୯୩୨
ପୁରୁଷ-ନାରୀ ଅନୁପାତ୯୧୬ /
ୱେବସାଇଟwww.pali.rajasthan.gov.in

ପାଲି ଏକ ଭାରତୀୟ ପୌରପାଳିକା (Municipal Council) ଅଟେ । ଏହା ରାଜସ୍ଥାନର ପାଲି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାଲି, ୨୫.୮୫୧୭ ଉତ୍ତର ଅକ୍ଷାଂଶ ଓ ୭୬.୫୫୭୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲି ସହରର ମୋଟ ଜନସଂଖ୍ୟା ୧୮୭୫୭୧ ଅଟେ ।[୨] ସେଥି ମଧ୍ୟରୁ ୫୨.୯୨% ଜଣ ପରୁଷ ହୋଇଥିବା ବେଳେ ୪୭.୦୮% ଜଣ ନାରୀ ଅଟନ୍ତି । ପାଲିର ସାକ୍ଷରତା ହାର ୬୧.୭୯% ଅଟେ । ଏହା ଜାତୀୟ ହାର ଠାରୁ ୩.୦୫% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୪% ପ୍ରତିଶତ ପୁରୁଷ ଓ ୨୩.୦୫% ନାରୀ ଅଟନ୍ତି । ୧୫.୮୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ, ପାଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]