ପାଲିଭିଜୁମାବ

ଉଇକିପିଡ଼ିଆ‌ରୁ
ପାଲିଭିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetRSV protein F
Clinical data
Trade namesSynagis
AHFS/Drugs.commonograph
MedlinePlusa698034
data
Pregnancy
category
  • AU: N
  • US: C (Risk not ruled out)
Routes of
administration
Intramuscular
Legal status
Legal status
Pharmacokinetic data
Elimination half-life18-20 days
Chemical and physical data
FormulaC6470H10056N1700O2008S50
Molar mass୧,୪୫,୩୮୮.୫୧ g·mol−1
  (verify)

ପାଲିଭିଜୁମାବ, ଏକ ବିକ୍ରୟ ନାମ ସିନେଜିସ, ବ୍ରାଣ୍ଡ ନାମରେ ବିକ୍ରି ହେଉଛି, ହେଉଛି ଏକ ଔଷଧ ଯାହା ଅଧିକ ବିପଦ ଥିବା ଲୋକଙ୍କଠାରେ ଗମ୍ଭୀର ଶ୍ୱାସକ୍ରିୟା ସିନ୍ସିଟିଆଲ୍ ଜୀବାଣୁ (Respiratory syncytial virus/ ଆରଏସଭି) ସଂକ୍ରମଣକୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୪] [୧] ଏଥିରେ ୬ ମାସରୁ କମ୍ ବୟସ୍କ ଓ ଅକାଳରେ ଜନ୍ମ ହୋଇଥିଲେ ଏବଂ ଦୁଇ ବର୍ଷରୁ କମ ବୟସର ପିଲା ହୃତ୍‌ପିଣ୍ଡ କିମ୍ବା ଫୁସଫୁସ ରୋଗରେ ଆକ୍ରାନ୍ତ ହୋଇଥିବା ଅନ୍ତର୍ଭୁକ୍ତ କରାଯାଏ ।[୧] ଆରଏସଭି ଋତୁରେ ଏହା ମାଂସପେଶୀରେ (IM) ଇଞ୍ଜେକ୍ସନ ଆକାରରେ ମାସକୁ ଥରେ ଦିଆଯାଏ ।[୧] [୫]

ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ଜ୍ୱର ଏବଂ ରାସ୍।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ୍ ଏବଂ କମ୍ ରକ୍ତ ପ୍ଲାଟେଲେଟ୍ ସ୍ତର ହୋଇପାରେ ।[୪] [୬] ଏହା ବୟସ୍କ ଲୋକମାନଙ୍କଠାରେ ବ୍ୟବହୃତ ହୁଏ ନାହିଁ ।[୪] ଏହା ଆରଏସଭିର ଫ୍ୟୁଜନ୍ ପ୍ରୋଟିନ୍ ଏ ବିରୁଦ୍ଧରେ ନିର୍ଦ୍ଦେଶିତ ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଫୁସଫୁସର କୋଷରେ ପ୍ରବେଶକୁ ଅବରୋଧ କରିଥାଏ ।[୧]

୧୯୯୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୧୯୯୯ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାଲିଭିଜୁମାବ ଅନୁମୋଦିତ ହୋଇଥିଲା ।[୪] [୧] କାନାଡାରେ ଏହାର ମୂଲ୍ୟ ପ୍ରାୟ ୭,୦୦୦ ସିଏଡି ଅଟେ ।[୭] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୫୬୦ ପାଉଣ୍ଡ ଏବଂ ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୧୦୦ ମିଗ୍ରା ପାଇଁ ପ୍ରାୟ ୩,୨୦୦ ଡଲାର ଥିଲା ।[୬] [୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Synagis EPAR". European Medicines Agency (EMA). Archived from the original on 15 August 2020. Retrieved 20 August 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. "Synagis 100 mg/ml solution for injection - Summary of Product Characteristics (SmPC)". (emc). 12 August 2020. Archived from the original on 2 March 2021. Retrieved 20 August 2020.
  3. "Synagis- palivizumab injection, solution". DailyMed. 12 May 2017. Archived from the original on 7 August 2020. Retrieved 20 August 2020.
  4. ୪.୦ ୪.୧ ୪.୨ ୪.୩ "Palivizumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 September 2021.
  5. Borchers AT, Chang C, Gershwin ME, Gershwin LJ (December 2013). "Respiratory syncytial virus--a comprehensive review". Clinical Reviews in Allergy & Immunology. 45 (3): 331–79. doi:10.1007/s12016-013-8368-9. PMC 7090643. PMID 23575961.
  6. ୬.୦ ୬.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 702. ISBN 978-0-85711-369-6.{{cite book}}: CS1 maint: date format (link)
  7. "Provinces spent $43M on preemie drug experts say can be made for a fraction of the cost". CBC. Archived from the original on 3 May 2021. Retrieved 12 September 2021.
  8. "Synagis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 August 2016. Retrieved 12 September 2021.