ପାଲଗଡ଼
Appearance
Palghar
पालघर | |
---|---|
City | |
Country | India |
State | Maharashtra |
District | Palghar |
Government | |
• Type | Municipal Council |
• Body | Palghar Municipal Council (PMC) |
• Member of Parliament | Mr. Chintamani Wanga |
• MLA | Ghoda Krushna Arjun (Shiv Sena) |
Elevation | 7 m (23 ft) |
Population (2013) | |
• Total | ୫,୫୦,୧୬୬ (for Taluka) |
Languages | |
• Official | Marathi |
Time zone | UTC+5:30 (IST) |
PIN | 401404 |
Telephone code | 02525 |
ଯାନବାହାନ ପଞ୍ଚୀକରଣ | MH-48, MH-04 |
ପାଲଗଡ଼ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଥନେ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାଲଗଡ଼ ୧୯.୬୯୬୯ ଉତ୍ତର ଅକ୍ଷାଂଶ ଓ ୭୨.୭୬୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଲଗଡ଼ ସହରର ମୋଟ ଜନସଂଖ୍ୟା ୫୨୬୯୯ ଅଟେ ।[୨] ସେଥି ମଧ୍ୟରୁ ୫୪.୩୪% ଜଣ ପରୁଷ ହୋଇଥିବା ବେଳେ ୪୫.୬୬% ଜଣ ନାରୀ ଅଟନ୍ତି । ପାଲଗଡ଼ର ସାକ୍ଷରତା ହାର ୭୨.୫୭% ଅଟେ । ଏହା ଜାତୀୟ ହାରଠାରୁ -୭.୭୩% ପ୍ରତିଶତ କମ ଅଟେ । ସେଥିରୁ ୪୨.୧୪% ପ୍ରତିଶତ ପୁରୁଷ ଓ ୩୦.୪୪% ନାରୀ ଅଟନ୍ତି । ୧୨.୬୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ମରାଠୀ ପାଲଗଡ଼ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.