ପାଉନି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pauni
city
ଦେଶ India
ରାଜ୍ୟMaharashtra
ଜିଲ୍ଲାBhandara
Elevation
226 m (741 ft)
ଭାଷା
 • ସରକାରୀMarathi
Time zoneUTC+5:30 (IST)
Nearest cityBrahmapuri

ପାଉନି ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ‌‌ଭନ୍ଦର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାଉନି ୨୦.୭୯୨୦ ଉତ୍ତର ଅକ୍ଷାଂଶ ଓ ୭୯.୬୩୫୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାଉନି ସହରର ମୋଟ ଜନସଂଖ୍ୟା ୨୨୫୮୩ ଅଟେ ।[୨] ସେଥି ମଧ୍ୟରୁ ୫୦.୮୭% ଜଣ ପରୁଷ ହୋଇଥିବା ବେଳେ ୪୯.୧୩% ଜଣ ନାରୀ ଅଟନ୍ତି । ପାଉନିର ସାକ୍ଷରତା ହାର ୭୧.୪୯% ଅଟେ । ଏହା ଜାତୀୟ ହାରଠାରୁ ୬.୬୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୫୩% ପ୍ରତିଶତ ପୁରୁଷ ଓ ୩୦.୯୭% ନାରୀ ଅଟନ୍ତି । ୧୨.୨୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ପାଉନିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]