ପଶ୍ଚିମ ଘାଟ

ଉଇକିପିଡ଼ିଆ ରୁ
Jump to navigation Jump to search
ପଶ୍ଚିମ ଘାଟ
ସହ୍ୟାଦ୍ରି ପର୍ବତମାଳା
Western Ghats as seen from Gobichettipalayam, Tamil Nadu
Highest point
PeakAnamudi (Eravikulam)
Elevation{{convert/{{{d}}}|2695||ft|||||=|r={{{r}}}

|u=ମି |n=ମିଟର |t=ମିଟର |o=ଫୁଟ |b=1

|j=0-0}}
Coordinates10°10′N 77°04′E / 10.167°N 77.067°E / 10.167; 77.067Coordinates: 10°10′N 77°04′E / 10.167°N 77.067°E / 10.167; 77.067
Dimensions
Width{{convert/{{{d}}}|100||mi|||||s=|r={{{}}}

|u=କି.ମି. |n=କିଲୋମିଟର |t=କିଲୋମିଟର |o=mi |b=1000

|j=3-0}} E–W
Area{{convert/{{{d}}}|160000||mi2||s=|r={{{r}}}

|u=କିମି |n=ବର୍ଗ କି.ମି. |h=ବର୍ଗ-କି.ମି. |t=ବର୍ଗ କି.ମି. |o=ବର୍ଗ ମି. |b=1000000

|j=6-0}}
Geography
Indiahills.png
The Western Ghats lie roughly parallel
to the west coast of India
Countryଭାରତ
States
SettlementsOoty, Mahabaleshwar, Madikeri and Munnar
Biomeforests
Geology
PeriodCenozoic
Type of rockBasalt and Laterite
Natural Properties - Western Ghats (India)*
ଇଉନେସ୍କୋ ସ୍ଥଳୀ

Western-Ghats-Matheran.jpg
ରାଜ୍ୟ ଦଳ ଭାରତ
ପ୍ରକାର ପ୍ରାକୃତିକ
ନିୟମ ix, x
ଆଧାର 1342
ଅଞ୍ଚଳ** Indian subcontinent
ଲେଖ ଇତିହାସ
ଲେଖ ୨୦୧୨  (36th ଭାଗ)
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ
** ଇଉନେସ୍କୋ ଦେଇ ବିଭାଗିତ ନାଆଁ

ଭାରତର ୧୬୦୦କି.ମି ପରିବ୍ୟାତପ୍ତ ପଶ୍ଚିମଘାଟ ପର୍ବତମାଳ ହେଉଛି ବିଶ୍ୱର ୮ ପ୍ରମୁଖ ଜୈବ ବିବିଧତା ପରିପୂର୍ଣ୍ଣ ଅଞ୍ଚଳ ମଧ୍ୟରେ ଅନ୍ୟତମ । ଏହାକୁ ଜାତିସଂଘ ପକ୍ଷରୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ମିଳିଛି ।[୧] ହିମାଳୟଠାରୁ ପୁରୁଣା କୁହାଯାଉଥିବା ଏହି ପର୍ବତମାଳା ଦେସରେ ମୈସୁମୀ ପ୍ରବାହକୁ ପ୍ରଭାବିତ କରିଥା ଏ। ଗୁଜରାଟ ଓ ମହାରାଷ୍ଟ୍ର ସୀମା ଠାରୁ ଆରମ୍ଭ ହୋଇ ଗୋଆ, କର୍ଣ୍ଣାଟକ, ତାମିଲନାଡୁ , କେରଳ ଆଦି ରାଜ୍ୟ ମଧ୍ୟ ଦେଇ ଶେଷରେ କନ୍ୟାକୁମାରୀଠାରେ ଏହି ପର୍ବତମାଳା ଶେଷ ହୋଇଛି । ୨୦୧୨ ମସିହା ଜୁଲାଇ ମାସରେ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନର ୱ୍ଏକ ବୈଠକରେ ଏହାକୁ ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନିତ ପାଇଁ ଘୋଷଣା କରାଯାଇଥିଲା ।

ଆଧାର[ସମ୍ପାଦନା]

  1. "UN designates Western Ghats as world heritage site". Times of India. Retrieved 6 May 2013.

ବାହାର ତଥ୍ୟ[ସମ୍ପାଦନା]