ପଲିଷ୍ଟାଇରିନ ସଲଫୋନେଟ୍ସ
ଦେଖଣା
Clinical data | |
---|---|
Trade names | Sodium salt: Kayexalate, Kionex, Resonium A Calcium salt: Calcium Resonium, Sorbisterit, Resikali |
AHFS/Drugs.com | monograph |
MedlinePlus | a682108 |
Pregnancy category |
|
Routes of administration | By mouth, retention enema |
Legal status | |
Legal status |
|
Pharmacokinetic data | |
Bioavailability | None |
Metabolism | None |
Excretion | Faeces (100%) |
Identifiers | |
| |
Chemical and physical data | |
Formula | [C8H7SO3−] n |
(verify) |
ପଲିଷ୍ଟାଇରିନ ସଲଫୋନେଟ୍ସ ଏକ ଔଷଧ ସମୂହ ଯାହା ଉଚ୍ଚ ରକ୍ତ ପୋଟାସିୟମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହାର ପ୍ରଭାବ ସାଧାରଣତଃ କିଛି ଘଣ୍ଟାରୁ କିଛି ଦିନ ନେଇଥାଏ ।[୧] ଏହା ପାଟିରେ ଦିଆଯାଇପାରେ କିମ୍ବା ମଳଦ୍ୱାର ପଥରେ ବ୍ୟବହୃତ ହୋଇପାରେ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ ହ୍ରାସ, ପାକଅନ୍ତନଳୀରେ ସମସ୍ୟା, କୋଷ୍ଠକାଠିନ୍ୟ ଏବଂ କମ୍ ରକ୍ତ କ୍ୟାଲସିୟମ୍ ହୋଇପାରେ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନ୍ତନଳୀରେ ଆଘାତ, ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା ଏବଂ ହୃଦ୍ପାତ ହୋଇପାରେ ।[୧] ଏହା ଏକ କାଟାୟନ ବିନିମୟ ରେଜିନ ଭାବରେ କାମ କରେ ।[୧]
୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସୋଡିଅମ ପଲିଷ୍ଟାଇରିନ ସଲଫୋନେଟ୍ସ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୪୫୦ ଗ୍ରାମର ସୋଡିଅମ ଲୁଣର ମୂଲ୍ୟ ୨୦୨୧ ମସିହାରେ ୬୦ ଡଲାର ଥିଲା ।[୩] ଯୁକ୍ତରାଜ୍ୟରେ ସୋଡିଅମ ଲୁଣର ମୂଲ୍ୟ ୮୧ ପାଉଣ୍ଡ ଥିଲାବେଳେ କ୍ୟାଲସିଅମ ଲୁଣର ମୂଲ୍ୟ ୧୨୫ ପାଉଣ୍ଡ ଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Sodium Polystyrene Sulfonate Monograph for Professionals". Drugs.com (in ଇଂରାଜୀ). Archived from the original on 21 October 2020. Retrieved 25 October 2019.
- ↑ ୨.୦ ୨.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1117. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Sodium polystyrene sulfonate Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 October 2019. Retrieved 12 October 2021.