ପଲିଷ୍ଟାଇରିନ ସଲଫୋନେଟ୍ସ

ଉଇକିପିଡ଼ିଆ‌ରୁ
ପଲିଷ୍ଟାଇରିନ ସଲଫୋନେଟ୍ସ
Clinical data
Trade namesSodium salt: Kayexalate, Kionex, Resonium A
Calcium salt: Calcium Resonium, Sorbisterit, Resikali
AHFS/Drugs.commonograph
MedlinePlusa682108
Pregnancy
category
  • US: C (Risk not ruled out)
Routes of
administration
By mouth, retention enema
Legal status
Legal status
  • ℞ (Prescription only)
Pharmacokinetic data
BioavailabilityNone
MetabolismNone
ExcretionFaeces (100%)
Identifiers
  • Poly(4-vinylbenzenesulfonic acid)
Chemical and physical data
Formula[C8H7SO3] n
  (verify)

ପଲିଷ୍ଟାଇରିନ ସଲଫୋନେଟ୍ସ ଏକ ଔଷଧ ସମୂହ ଯାହା ଉଚ୍ଚ ରକ୍ତ ପୋଟାସିୟମର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହାର ପ୍ରଭାବ ସାଧାରଣତଃ କିଛି ଘଣ୍ଟାରୁ କିଛି ଦିନ ନେଇଥାଏ ।[୧] ଏହା ପାଟିରେ ଦିଆଯାଇପାରେ କିମ୍ବା ମଳଦ୍ୱାର ପଥରେ ବ୍ୟବହୃତ ହୋଇପାରେ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ ହ୍ରାସ, ପାକଅନ୍ତନଳୀରେ ସମସ୍ୟା, କୋଷ୍ଠକାଠିନ୍ୟ ଏବଂ କମ୍ ରକ୍ତ କ୍ୟାଲସିୟମ୍ ହୋଇପାରେ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଅନ୍ତନଳୀରେ ଆଘାତ, ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକତା ଏବଂ ହୃଦ୍‌ପାତ ହୋଇପାରେ ।[୧] ଏହା ଏକ କାଟାୟନ ବିନିମୟ ରେଜିନ ଭାବରେ କାମ କରେ ।[୧]

୧୯୫୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ସୋଡିଅମ ପଲିଷ୍ଟାଇରିନ ସଲଫୋନେଟ୍ସ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୪୫୦ ଗ୍ରାମର ସୋଡିଅମ ଲୁଣର ମୂଲ୍ୟ ୨୦୨୧ ମସିହାରେ ୬୦ ଡଲାର ଥିଲା ।[୩] ଯୁକ୍ତରାଜ୍ୟରେ ସୋଡିଅମ ଲୁଣର ମୂଲ୍ୟ ୮୧ ପାଉଣ୍ଡ ଥିଲାବେଳେ କ୍ୟାଲସିଅମ ଲୁଣର ମୂଲ୍ୟ ୧୨୫ ପାଉଣ୍ଡ ଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Sodium Polystyrene Sulfonate Monograph for Professionals". Drugs.com (in ଇଂରାଜୀ). Archived from the original on 21 October 2020. Retrieved 25 October 2019.
  2. ୨.୦ ୨.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1117. ISBN 978-0-85711-369-6.{{cite book}}: CS1 maint: date format (link)
  3. "Sodium polystyrene sulfonate Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 25 October 2019. Retrieved 12 October 2021.