ପଲିଡୋକାନୋଲ

ଉଇକିପିଡ଼ିଆ‌ରୁ
ପଲିଡୋକାନୋଲ
Clinical data
Synonyms
  • Polydocanol
  • Laureth 9
  • Macrogol lauryl ether
  • Lauromacrogol
  • PEG-9 lauryl alcohol
  • POE-9 lauryl alcohol
  • Dodecylpolyethyleneglycolether
  • Hydroxyl polyethoxy dodecane
  • Oxypolyethoxydodecane
AHFS/Drugs.commonograph
Routes of
administration
Injection into a vein
Legal status
Legal status
  • OTC (topical), (injection)
Identifiers
  • 3,6,9,12,15,18,21,24,27-nonaoxanonatriacontan-1-ol
ECHA InfoCard100.019.351 Edit this at Wikidata
Chemical and physical data
FormulaC30H62O10
Molar mass୫୮୨.୮୨ g·mol−1
3D model (JSmol)
  • CCCCCCCCCCCCOCCOCCOCCOCCOCCOCCOCCOCCOCCO
  • InChI=1S/C30H62O10/c1-2-3-4-5-6-7-8-9-10-11-13-32-15-17-34-19-21-36-23-25-38-27-29-40-30-28-39-26-24-37-22-20-35-18-16-33-14-12-31/h31H,2-30H2,1H3 ☒N
  • Key:ONJQDTZCDSESIW-UHFFFAOYSA-N ☒N
  (verify)

ପଲିଡୋକାନୋଲ, ଆସ୍କ୍ଲେରା ହେଉଛି ଏକ ବେପାର ନାମ, ଏକ ଔଷଧ ଯାହା ସ୍ପାଇଡର ଶିରା ଏବଂ ରେଟିକୁଲାର ଶିରା ଓ ଭେରିକଜ ଶିରା ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ହେମାଞ୍ଜିଓଓମା ଏବଂ ଭାସ୍କୁଲାର ବିକୃତି ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ସ୍କ୍ଲେରୋଥେରାପିର ଏକ ଅଂଶ ଭାବରେ ଏହା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ସାମାନ୍ୟ ସ୍ଥାନୀୟ ପ୍ରତିକ୍ରିୟା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ, ରକ୍ତ ଜମାଟ ବାନ୍ଧିବା ଏବଂ ତନ୍ତୁ କ୍ଷୟ ହୋଇପାରେ | [୧] ଏହା ଏକ ନନ୍‌ଆୟୋନିକ୍ ଡିଟରଜେଣ୍ଟ[୩]

୨୦୧୦ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପଲିଡୋକାନୋଲକୁ ଅନୁମୋଦନ କରାଯାଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ପଲିଡୋକାନୋଲର ୨ ମିଲି ଦ୍ରବର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୨ ଡଲାର ଥିଲା । [୪] ଏହା ପ୍ରସାଧନ ସାମଗ୍ରୀରେ ମଧ୍ୟ ବ୍ୟବହୃତ ହୁଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "DailyMed - ASCLERA- polidocanol injection, solution". dailymed.nlm.nih.gov. Archived from the original on 24 March 2021. Retrieved 28 October 2021.
  2. Gao Z, Zhang Y, Li W, Shi C (January 2018). "Effectiveness and safety of polidocanol for the treatment of hemangiomas and vascular malformations: A meta-analysis". Dermatologic Therapy. 31 (1). doi:10.1111/dth.12568. PMID 29082587.
  3. ୩.୦ ୩.୧ "Polidocanol Monograph for Professionals". Drugs.com (in ଇଂରାଜୀ). Archived from the original on 28 May 2016. Retrieved 28 October 2021.
  4. "Asclera Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 28 October 2021.
  5. "ADDENDUM to the SCCP opinion on polidocanol (SCCP/1130/07)" (PDF). Archived (PDF) from the original on 14 June 2015. Retrieved 28 October 2021.