ପଥରଲା ବାରେଜ

Coordinates: 30°12′56″N 77°23′39″E / 30.21556°N 77.39417°E / 30.21556; 77.39417
ଉଇକିପିଡ଼ିଆ‌ରୁ
Pathrala barrage
ପଥରଲା ବାରେଜ is located in India
ପଥରଲା ବାରେଜ
Location of Pathrala barrage
ଦେଶIndia
ଦିଗବାରେଣି30°12′56″N 77°23′39″E / 30.21556°N 77.39417°E / 30.21556; 77.39417
ସ୍ଥିତିOperational
କାମ ଆରମ୍ଭ ହେଲା1875

ପଥରଲା ବାରେଜ (Hindi: पथराला बांध) ଭାରତୀୟ ରାଜ୍ୟ ହରିୟଣାର ସୋମ୍ବ ନଦୀ ଉପରେ ନିର୍ମିତ ଏକ ବାରେଜ । ଏହା ଯମୁନା ନଗର ଜିଲ୍ଲାରେ ଅବସ୍ଥିତ । [୧]

ଇତିହାସ [ସମ୍ପାଦନା]

1335 ମସିହାରେ ଫିରୁଜ ଶାହ ଟୋଗଲକଙ୍କଦ୍ୱାରା  ନିର୍ମିତ ପଶ୍ଚିମ ଯମୁନା କେନାଲ ଅତ୍ୟଧିକ ପତୁମତୀଦ୍ୱାରା ପୋତି ହେଇଯିବାରୁ 1750 ମସିହାରୁ ଅକାମି ହେଇଯାଇଥିଲା । ବ୍ରିଟିଶ ଶାସନ ସମୟରେ 1817 ମସିହାରେ ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇ ବେଙ୍ଗଲ ଇଞ୍ଜିନିଅର ଗ୍ରୁପ ସହାୟତାରେ ପଥରଳା ବାରେଜର କାର୍ଯ୍ୟ ଦାଦୁପୁର ସ୍ଥାନରେ 1875 ମସିହାରେ କରାଯାଇଥିଲା । [୨]

ପଶ୍ଚିମ ଯମୁନା କେନାଲ ହାଥନୀ କୁଣ୍ଡ ବାରେଜରୁ ଆରଭ ହେଇ 38 କିଲୋମିଟର ଦୂର ଡାକପଥର ଓ ଦୂନର ଦକ୍ଷିଣ ଯାଏ ଏକ ବିସ୍ତିର୍ଣ ଇଲାକାକୁ ଜଳସେଚନ ଯୋଗେଇଥାଏ । ଏଠି ମଧ୍ୟରେ ଅମ୍ବାଲା ଜିଲ୍ଲା , ହିସାର ଜିଲ୍ଲା , ଷୋନେପାତ ଜିଲ୍ଲା ଓ ଜିନ୍ଦ ଜିଲ୍ଲା ଆଦି  ଅନ୍ତର୍ଭୁକ୍ତ ।[୨]

ପୁନଶ୍ଚ ଦେଖଣା[ସମ୍ପାଦନା]

ଛାଞ୍ଚ:Col div

ଛାଞ୍ଚ:Col div end

ବାହାର ଲିଙ୍କ [ସମ୍ପାଦନା]

ଆଧାର [ସମ୍ପାଦନା]

  1. Haberman, David L. (2006). River of love in an age of pollution: the Yamuna River of northern India. University of California Press. p. 78. ISBN 978-0-520-24789-5. Retrieved 2 June 2011.
  2. ୨.୦ ୨.୧ Western yaumna Canal Project