ପଥରଲା ବାରେଜ
Appearance
Pathrala barrage | |
---|---|
ଦେଶ | India |
ଦିଗବାରେଣି | 30°12′56″N 77°23′39″E / 30.21556°N 77.39417°E |
ସ୍ଥିତି | Operational |
କାମ ଆରମ୍ଭ ହେଲା | 1875 |
ପଥରଲା ବାରେଜ (Hindi: पथराला बांध) ଭାରତୀୟ ରାଜ୍ୟ ହରିୟଣାର ସୋମ୍ବ ନଦୀ ଉପରେ ନିର୍ମିତ ଏକ ବାରେଜ । ଏହା ଯମୁନା ନଗର ଜିଲ୍ଲାରେ ଅବସ୍ଥିତ । [୧]
ଇତିହାସ
[ସମ୍ପାଦନା]1335 ମସିହାରେ ଫିରୁଜ ଶାହ ଟୋଗଲକଙ୍କଦ୍ୱାରା ନିର୍ମିତ ପଶ୍ଚିମ ଯମୁନା କେନାଲ ଅତ୍ୟଧିକ ପତୁମତୀଦ୍ୱାରା ପୋତି ହେଇଯିବାରୁ 1750 ମସିହାରୁ ଅକାମି ହେଇଯାଇଥିଲା । ବ୍ରିଟିଶ ଶାସନ ସମୟରେ 1817 ମସିହାରେ ଏହାର ପୁନରୁଦ୍ଧାର କାର୍ଯ୍ୟ ହାତକୁ ନିଆଯାଇ ବେଙ୍ଗଲ ଇଞ୍ଜିନିଅର ଗ୍ରୁପ ସହାୟତାରେ ପଥରଳା ବାରେଜର କାର୍ଯ୍ୟ ଦାଦୁପୁର ସ୍ଥାନରେ 1875 ମସିହାରେ କରାଯାଇଥିଲା । [୨]
ପଶ୍ଚିମ ଯମୁନା କେନାଲ ହାଥନୀ କୁଣ୍ଡ ବାରେଜରୁ ଆରଭ ହେଇ 38 କିଲୋମିଟର ଦୂର ଡାକପଥର ଓ ଦୂନର ଦକ୍ଷିଣ ଯାଏ ଏକ ବିସ୍ତିର୍ଣ ଇଲାକାକୁ ଜଳସେଚନ ଯୋଗେଇଥାଏ । ଏଠି ମଧ୍ୟରେ ଅମ୍ବାଲା ଜିଲ୍ଲା , ହିସାର ଜିଲ୍ଲା , ଷୋନେପାତ ଜିଲ୍ଲା ଓ ଜିନ୍ଦ ଜିଲ୍ଲା ଆଦି ଅନ୍ତର୍ଭୁକ୍ତ ।[୨]
ପୁନଶ୍ଚ ଦେଖଣା
[ସମ୍ପାଦନା]- Blue Bird Lake, Hisar (city)
- Kaushalya Dam in Pinjore
- Bhakra Dam
- Hathni Kund Barrage
- Okhla Barrage - Western Yamuna Canal begins here
- Surajkund
- Indira Gandhi Canal
- Irrigation in India
- Indian Rivers Inter-link
- Inland waterways of India
- Ganges Canal
- Ganges Canal (Rajasthan)
- Upper Ganges Canal Expressway
ବାହାର ଲିଙ୍କ
[ସମ୍ପାଦନା]- Pollution in Yamuna river Archived 2018-04-13 at the Wayback Machine.
ଆଧାର
[ସମ୍ପାଦନା]- ↑ Haberman, David L. (2006). River of love in an age of pollution: the Yamuna River of northern India. University of California Press. p. 78. ISBN 978-0-520-24789-5. Retrieved 2 June 2011.
- ↑ ୨.୦ ୨.୧ Western yaumna Canal Project
This article about a dam, floodgate or canal in India is a stub. You can help Wikipedia by expanding it. |