ପଟନୀଟପ୍ , ଜାମ୍ମୁ ଓ କାଶ୍ମୀର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ପଟନୀଟପ୍
ଶୈଳ ନିବାସ
Patnitop: a view towards the mountains
Patnitop: a view towards the mountains
Country India
StateJammu and Kashmir
DistrictUdhampur
Elevation
2,024 m (6,640 ft)
Time zoneUTC+5:30 (IST)
PIN
182142
Websitepatnitop.nic.in

ପଟନୀଟପ୍ ବା ପତ୍ନୀ ଟପ , ଭାରତୀୟ ରାଜ୍ୟ ଜାମ୍ମୁ ଓ କାଶ୍ମୀରର ଉଧାମପୁର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ 1 Aରେ ଜାମ୍ମୁଠାରୁ ୧୧୨ କିଲୋମିଟର ଦୂରରେ ଥିବା ଏକ ପାର୍ବତ୍ୟ ରହଣି ସ୍ଥଳ । ହିମାଳୟ ପର୍ବତର ଶିବାଲିକ ରେଞ୍ଜରେ ଏହା ଅବସ୍ଥିତ । ଏହାର ପତ୍ତନ ୬,୬୪୦ ଫୁଟ , ଏହି ଅଞ୍ଚଳର ସନ୍ନିକଟରେ ଚିନାବ ନଦୀ ପ୍ରବାହିତ ହୋଇଛି ।[୧] 

ପଟନୀଟପ୍ ପତନିତପ ବାଇପାସ ଟନେଲ ରାସ୍ତା [ସମ୍ପାଦନା]

ବରଫପାତ ଓ ଶିଳାପତନ ଯୋଗୁଁ ଶୀତ କାଳରେ ଜାତୀୟ ରାଜପଥ 1A କିଛି ଦିନ ବନ୍ଦ ହେଇଯାଇ ଥାଏ । ଏହାଦ୍ୱାରା ରାସ୍ତାରେ ଗାଡି ସବୁ ବହୁ ସମୟ , ଏପରିକି ବହୁ ଦିନ ଧରି ଲାମ୍ବା ଧାଡିରେ ରାହିଜାଏ । ଏହି ସମସ୍ୟାକୁ କିଞ୍ଚିତ ଦୂର କରିବାକୁ ଚେନାନାଇ-ନାସରି ସୁଡଙ୍ଗ ବା ପଟନୀଟପ୍[୨] ସୁଡଙ୍ଗ ନିର୍ମିତ ହଉଛି । ଏହା ଚେନାନାଇଠାରୁ 2 କିଲୋମିଟର ଦୂରରୁ ଆରମ୍ଭ ହେଇ ନାସରି ଗ୍ରାମ ଯାଏ ରହିଛି । 

ସୁଡଙ୍ଗର ଦକ୍ଷିଣ ପଟ  33°02′47″N 75°16′45″E / 33.0463°N 75.2793°E / 33.0463; 75.2793 and  ଓ ଉତ୍ତର ପାଟ  33°07′43″N 75°17′34″E / 33.1285°N 75.2928°E / 33.1285; 75.2928.ରେ ଅବସ୍ଥିତ।  ସୁଡଙ୍ଗ କାମ ପୂର୍ଣ ହେଲେ ଜାତୀୟ ରାଜପଥ ଆଉ ପଟନୀଟପ୍ ଦେଇ ଯିବ ନାହିଁ । ସୁଡଙ୍ଗ 2016ରେ କାର୍ଯ୍ୟକ୍ଷମ ହେବାର ଆକଳନ ହେଇଥିଲା । [୩]

ଗ୍ୟାଲେରି [ସମ୍ପାଦନା]

ଆଧାର [ସମ୍ପାଦନା]

  1. Silas, Sandeep (2005). "17. Patnitop". Discover India by Rail. Sterling Publishers. p. 47. ISBN 81-207-2939-0.
  2. {{cite web}}: Empty citation (help)
  3. http://economictimes.indiatimes.com/slideshows/infrastructure/chenani-nashri-indias-longest-road-tunnel-to-open-for-traffic-in-2016/four-lane-project/slideshow/48291517.cms

ବାହାର ଲିଙ୍କ [ସମ୍ପାଦନା]