ନୟାବଜାର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nayabazar
city
Country India
StateSikkim
DistrictWest
Population
 (2011)
 • Total୧,୨୩୫
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣSK

ନୟାବଜାର ,  ଭାରତୀୟ ରାଜ୍ୟ ସିକ୍କିମର ପଶ୍ଚିମ ସିକ୍କିମ ଜିଲ୍ଲାର ଏହା ସହରାଞ୍ଚଳ । ଏହା ନିକଟରେ ପ୍ରବାହିତ ରଙ୍ଗିତ ନଦୀ ରହିଛି । ରାଜ୍ୟ ରାଜଧାନୀ ଗାଙ୍ଗଟକଠାରୁ ଏହାର ଦୂରତା 109 କିଲୋମିଟର । 

ଜନସଂଖ୍ୟା[ସମ୍ପାଦନା]

2011 ଜନଗଣନା ଅନୁସାରେ ଏଠାରେ 252ଟି ପରିବାରର 1,235 ଜଣ ବସବାସ କରନ୍ତି । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 66 ହେଇଥିବାବେଳେ ମହିଳା ଅସଙ୍ଖ୍ଯା 579 ଓ 6 ବର୍ଷରୁ କମ ଆବାଡି 136 ରହିଥିଲା । [୧]ପୂର୍ବରୁ 2001 ଜନଗଣନାରେ ଜନସଂଖ୍ୟା 996 ଥିଲା । .[୨]

ଆଧାର [ସମ୍ପାଦନା]

  1. District Census Handbook: Sikkim (PDF). Government of India. 2011. p. 40.
  2. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.