ନୋହର
ଦେଖଣା
Nohar | |
---|---|
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Hanumangarh |
Elevation | 186 m (610 ft) |
Population (2011)[୧] | |
• Total | ୪୯,୮୩୫ |
Time zone | UTC+5:30 (IST) |
ନୋହର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ହନୁମନ୍ଗଡ଼ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନୋହର ୨୯.୧୮୨୯ ଉତ୍ତର ଅକ୍ଷାଂଶ ଓ ୭୪.୭୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନୋହର ସହରର ମୋଟ ଜନସଂଖ୍ୟା ୪୨୩୦୨ ଅଟେ ।[୩] ସେଥି ମଧ୍ୟରୁ ୫୨.୬୯% ଜଣ ପରୁଷ ହୋଇଥିବା ବେଳେ ୪୭.୩୧% ଜଣ ନାରୀ ଅଟନ୍ତି । ନୋହରର ସାକ୍ଷରତା ହାର ୬୧.୨୪% ଅଟେ । ଏହା ଜାତୀୟ ହାରଠାରୁ ୩.୬୦% ପ୍ରତିଶତ କମ ଅଟେ । ସେଥିରୁ ୩୬.୭୩% ପ୍ରତିଶତ ପୁରୁଷ ଓ ୨୪.୫୧% ନାରୀ ଅଟନ୍ତି । ୧୬.୩୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ନୋହରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.