ନୁର ଇନାୟତ ଖାନ
Jump to navigation
Jump to search
ନୁର ଇନାୟତ ଖାନ | |
---|---|
![]() Noor-un-Nisa Inayat Khan c.1943 | |
'ମାଡେଲିନ' (Callsign: Nurse); 'Jeanne-Marie Renier'; 'ନୋରା ବେକର' | |
ଜନ୍ମ | ୨ ଜାନୁଆରୀ ୧୯୧୪ ସେଣ୍ଟ ପିଟର୍ସବର୍ଗ, ଋଷିଆ |
ମୃତ୍ୟୁ | ୧୩ ସେପ୍ଟେମ୍ବର ୧୯୪୪ Dachau concentration camp, Germany | (ବୟସ ୩୦)
ନିଷ୍ଠା | ![]() |
ସେବା | Women's Auxiliary Air Force |
ସେବା ବର୍ଷ | ୧୯୪୦-୧୯୪୪ |
ଉପାଧୀ | Assistant Section Officer |
ଦସ୍ତା | Special Operations Executive Cinema |
ଯୁଦ୍ଧ | ଦ୍ୱିତୀୟ ବିଶ୍ୱଯୁଦ୍ଧ |
ସମ୍ମାନ | George Cross Mentioned in Despatches Croix de Guerre (France) |
ନୁର-ଉନ-ନିସା-ଇନାୟତ-ଖାନ (ନୁର ଇନାୟତ ଖାନ; ଉର୍ଦ୍ଦୁ : نور عنایت خان, ଇଂରାଜୀ: Noor Inayat Khan) ଜନ୍ମ ୧ ଜାନୁଆରୀ ୧୯୧୪ରେ ଋଷିଆର ସେଣ୍ଟ ପିଟର୍ସବର୍ଗଠାରେ ହେଇଥିଲା[୧] । ସେ ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମିତ୍ର ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ। ବ୍ରିଟିଷ ସେନାରେ ଅପରେସନ ନିର୍ବାହୀ ଭାବେ ପ୍ରଶିକ୍ଷୀତ ନୁର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜୀ ଅଧିକୃତ ଫ୍ରାନ୍ସରେ ପ୍ରଥମ ବେତାର ଅଧିକାରୀ ଥିଲେ। ଫ୍ରାନ୍ସରେ ସେ ନୋରା ବେକର ଓ ମାଡେଲିନ ନାମରେ ଜଣାଯାଉଥିଲେ[୧] ।
ପ୍ରାରମ୍ଭିକ ଜୀବନ[ସମ୍ପାଦନା]
ନୁରଙ୍କ ବାପା ଭାରତୀୟ ଓ ମାଁ ଆମେରିକୀୟ ଥିଲେ। ତାଙ୍କ ବାପା ଇଜରତ ଇନାୟତ ଖାନ ୧୮ଶ ଶତାବ୍ଦୀର ମୈସୁର ରାଜ୍ୟର ଶାସକ ଟିପୁ ସୁଲତାନଙ୍କ[୨] ଅଣନାତି ଥିଲେ। ସେ ଜଣେ ଧାର୍ମିକ ଗୁରୁ ଥିଲେ ଓ ପରିବାର ସହ ଲଣ୍ଡନ ଓ ପରେ ପ୍ୟାରିସରେ ବସବାସ କରିଲେ।
ସମ୍ମାନ[ସମ୍ପାଦନା]
- ଫ୍ରାନ୍ସଦ୍ୱାରା ସର୍ବୋଚ୍ଚ ସମ୍ମାନ- କ୍ରୋକ୍ସ ଡ଼ି ଗେୟରରେ ସମ୍ମାନିତ କରାଯାଇଥିଲା।[୫]
- ମେସଣ୍ଡ ଇନ ଡିସ୍ପୈଚିଜ (ବ୍ରିଟିଶ ବିରତ୍ୱ ସମ୍ମାନ)
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Noorunissa Inayat-Khan". The Message of Hazrat Inayat Khan. 2016. Retrieved 5 June 2016.
- ↑ "Tomb of Hazrat Inayat Khan". Delhi Information. 2016. Retrieved 5 June 2016.
- ↑ "George Cross, George Medal and the Medal of the Order of the British Empire (military): Air Ministry recommendation to the Selection Committee and correspondence (Assistant Section Officer Nora Inayat-Khan, Women's Auxiliary Air Force)", T 351/47, National Archives, Kew.
- ↑ "Noor Inayat Khan" (in English). Spatracrooss Publication. Retrieved 1 April 2014. Unknown parameter
|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ "Noor Inayat Khan: Life of a Spy Princess" (in English). BBC. Archived from the original on 14 January 2011. Unknown parameter
|trans_title=
ignored (|trans-title=
suggested) (help)CS1 maint: unrecognized language (link)