ନୁର ଇନାୟତ ଖାନ

ଉଇକିପିଡ଼ିଆ‌ରୁ
ନୁର ଇନାୟତ ଖାନ
Noor-un-Nisa Inayat Khan c.1943
Nickname(s)'ମାଡେଲିନ' (Callsign: Nurse); 'Jeanne-Marie Renier'; 'ନୋରା ବେକର'
ଜନ୍ମ(1914-01-02)୨ ଜାନୁଆରୀ ୧୯୧୪
ସେଣ୍ଟ ପିଟର୍ସବର୍ଗ, ଋଷିଆ
ମୃତ୍ୟୁ୧୩ ସେପ୍ଟେମ୍ବର ୧୯୪୪(1944-09-13) (ବୟସ ୩୦)
Dachau concentration camp, Germany
ନିଯୁକ୍ତିଦାତା ଯୁକ୍ତରାଜ୍ୟ
ସେବା/ବିଭାଗWomen's Auxiliary Air Force
କାର୍ଯ୍ୟକାଳ୧୯୪୦-୧୯୪୪
ପଦବୀAssistant Section Officer
ସେନା ବିଭାଗSpecial Operations Executive
Cinema
ସଂଘର୍ଷ/ଯୁଦ୍ଧଦ୍ୱିତୀୟ ବିଶ୍ୱଯୁଦ୍ଧ
ପୁରସ୍କାରGeorge Cross
Mentioned in Despatches
Croix de Guerre (France)

ନୁର-ଉନ-ନିସା-ଇନାୟତ-ଖାନ (ନୁର ଇନାୟତ ଖାନ; ଉର୍ଦ୍ଦୁ : نور عنایت خان, ଇଂରାଜୀ: Noor Inayat Khan) ଜନ୍ମ ୧ ଜାନୁଆରୀ ୧୯୧୪ରେ ଋଷିଆର ସେଣ୍ଟ ପିଟର୍ସବର୍ଗଠାରେ ହେଇଥିଲା[୧] । ସେ ଭାରତୀୟ ମୂଳର ବ୍ରିଟିଶ ଗୁପ୍ତଚର ଥିଲେ ଓ ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ମିତ୍ର ସେନା ପାଇଁ ଗୁପ୍ତଚର ବୃତ୍ତି କରୁଥିଲେ। ବ୍ରିଟିଷ ସେନାରେ ଅପରେସନ ନିର୍ବାହୀ ଭାବେ ପ୍ରଶିକ୍ଷୀତ ନୁର ଦ୍ୱିତୀୟ ବିଶ୍ୱ‌ଯୁଦ୍ଧ ସମୟରେ ନାଜୀ ଅଧିକୃତ ଫ୍ରାନ୍ସରେ ପ୍ରଥମ ବେତାର ଅଧିକାରୀ ଥିଲେ। ଫ୍ରାନ୍ସରେ ସେ ନୋରା ବେକରମାଡେଲିନ ନାମରେ ଜଣାଯାଉଥିଲେ[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଡକାଉ ମେମୋରିଆଲଠାରେ ନୁରଙ୍କ ସ୍ମାରକ

ନୁରଙ୍କ ବାପା ଭାରତୀୟ ଓ ମାଁ ଆମେରିକୀୟ ଥିଲେ। ତାଙ୍କ ବାପା ଇଜରତ ଇନାୟତ ଖାନ ୧୮ଶ ଶତାବ୍ଦୀର ମୈସୁର ରାଜ୍ୟର ଶାସକ ଟିପୁ ସୁଲତାନଙ୍କ[୨] ଅଣନାତି ଥିଲେ। ସେ ଜଣେ ଧାର୍ମିକ ଗୁରୁ ଥିଲେ ଓ ପରିବାର ସ‌ହ ଲଣ୍ଡନ ଓ ପରେ ପ୍ୟାରିସରେ ବସବାସ କରିଲେ।

ସମ୍ମାନ[ସମ୍ପାଦନା]

  • ବ୍ରିଟେନଦ୍ୱାରା ନୁରଙ୍କୁ ମରଣୋତ୍ତର ୧୯୪୯ ମସିହାରେ ଜର୍ଜ କ୍ରସ ସମ୍ମାନରେ ସମ୍ମାନିତ କରାଯାଇଥିଲା।[୩][୪]
  • ଫ୍ରାନ୍ସଦ୍ୱାରା ସର୍ବୋଚ୍ଚ ସମ୍ମାନ- କ୍ରୋକ୍ସ ଡ଼ି ଗେୟରରେ ସମ୍ମାନିତ କରାଯାଇଥିଲା।[୫]
  • ମେସଣ୍ଡ ଇନ ଡିସ୍ପୈଚିଜ (ବ୍ରିଟିଶ ବିରତ୍ୱ ସମ୍ମାନ)

ଆଧାର[ସମ୍ପାଦନା]

  1. ୧.୦ ୧.୧ "Noorunissa Inayat-Khan". The Message of Hazrat Inayat Khan. 2016. Retrieved 5 June 2016.
  2. "Tomb of Hazrat Inayat Khan". Delhi Information. 2016. Retrieved 5 June 2016.
  3. "George Cross, George Medal and the Medal of the Order of the British Empire (military): Air Ministry recommendation to the Selection Committee and correspondence (Assistant Section Officer Nora Inayat-Khan, Women's Auxiliary Air Force)", T 351/47, National Archives, Kew.
  4. "Noor Inayat Khan" (in English). Spatracrooss Publication. Retrieved 1 April 2014. {{cite web}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  5. "Noor Inayat Khan: Life of a Spy Princess" (in English). BBC. Archived from the original on 14 January 2011. {{cite web}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)