ନିରଞ୍ଜନା ଅନୁପ

ଉଇକିପିଡ଼ିଆ‌ରୁ
ନିରଞ୍ଜନା ଅନୁପ
ଜନ୍ମ (1999-02-06) ୬ ଫେବୃଆରୀ ୧୯୯୯ (ବୟସ ୨୫)
କୋଜିକୋଡ଼େ, କେରଳ, ଭାରତ
ବୃତ୍ତିସମୂହ
  • ଅଭିନେତ୍ରୀ
  • ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ
ସକ୍ରିୟ ବର୍ଷ୨୦୫–ଏବେଯାଏଁ
ପିତାମାତା(s)ଅନୁପ ଆକବର
ନାରାୟଣୀ ଅନୁପ

ନିରଞ୍ଜନା ଅନୁପ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ମାଲାୟାଲମ୍ କଥାଚିତ୍ର ଜଗତରେ ମୁଖ୍ୟତଃ ଅଭିନୟ କରନ୍ତି ।[୧] ସେ ଜଣେ ତାଲିମପ୍ରାପ୍ତ ଭାରତନାଟ୍ୟମକୁଚିପୁଡ଼ି ନୃତ୍ୟଶିଳ୍ପୀ ।[୨]

ପେଷା[ସମ୍ପାଦନା]

୨୦୧୫ ମସିହାରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ଲୋହମ୍, ଯେଉଁଥିରେ ସେ ଅଭିନେତା ମୋହନଲାଲଙ୍କ ସହିତ ଅଭିନୟ କରିଥିଲେ ।[୩] ସେ ଡବିଂ କଳାକାର ଭାବରେ କାମ କରିବା ସହିତ କିଛି କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୫ ଲୋହମ୍ ମାଇତ୍ରି [୫]
୨୦୧୭ ପୁଥାନ ପାନମ ମିଆ [୬]
ଗୁଡାଲୋଚାନା ଫିଦା [୭]
ସି/ଓ ସାଇବା ବାନୁ ଅରୁନ୍ଧତୀ [୮]
୨୦୧୮ ଇରା ଜେନିଫର୍ [୯]
କାଲା ଭିପ୍ଲାଭମ୍ ପ୍ରଣୟମ୍ | ଆୟଶା ଅହମ୍ମଦ [୧୦]
ବି.ଟେକ୍ ଅନନ୍ୟା ବିଶ୍ୱନାଥ [୧୧]
୨୦୨୧ ଚତୁର ମୁଖମ୍ ସଫିୟା [୧୨]
୨୦୨୨ କିଙ୍ଗ୍ ଫିସ୍ ମଲ୍ଲିକା ଏବଂ ବ୍ରିନ୍ଦା [୧୩]
୨୦୨୩ ଏନକିଲୁମ ଚନ୍ଦ୍ରିକେ ଚନ୍ଦ୍ରିକା [୧୪]

ଡବିଂ କଳାକାର[ସମ୍ପାଦନା]

ବର୍ଷ ଆଖ୍ୟା ଭାଷା ଆଧାର
୨୦୨୨ ପଦ୍ମା ମାଲାୟାଲମ୍ କେବଳ ଡବିଂ

କ୍ଷୁଦ୍ର ଚଳଚ୍ଚିତ୍ର[ସମ୍ପାଦନା]

ବର୍ଷ ଶୀର୍ଷକ ନିର୍ଦ୍ଦେଶକ ମନ୍ତବ୍ୟ ଆଧାର
୨୦୨୦ କେ-ନଲେଜ୍ ଗ୍ରେସ୍ ଆଣ୍ଟୋନି ଅତିଥି କଳାକାର [୧୫]

ଆଧାର[ସମ୍ପାଦନା]

  1. Thomas, Elizabeth (16 October 2018). "Onto a bigger stage". Deccan Chronicle.
  2. "Niranjana Anoop embodies Krishna in dance drama 'Govinda Madhava'". The New Indian Express.
  3. IndiaGlitz (22 August 2015). "Niranjana's naughty act impresses in 'Loham'". Indiaglitz.com. Archived from the original on 24 August 2015. Retrieved 22 August 2015.
  4. "Niranjana Anoop makes her mark in the Malayalam film industry". The New Indian Express.
  5. "Niranjana is Ranjith's new heroine". The Times of India.
  6. "Niranjana plays a class 12 student in Puthan Panam". The Times of India.
  7. "Niranjana Anoop will romance Dhyan Sreenivasan in her next". The Times of India.
  8. "Arundhathi's grandfather in c/o Saira Banu is no ordinary actor". The Times of India.
  9. "Niranjana Anoop to romance Asif Ali in Btech". The New Indian Express.
  10. "Gayathri Suresh is a bold lecturer with communist leanings, in her next". The Times of India. 20 August 2017. Retrieved 4 December 2017.
  11. "Aju Varghese, Sreenath Bhasi and Niranjana join Btech". Deccan Chronicle.
  12. "Watch: First look motion poster of Manju Warrier's 'Chathur Mukham'". The News Minute. 21 February 2021.
  13. "ഇതാ 'കിങ് ഫിഷി'ലെ ഭാസ്കര വര്‍മ്മയും മല്ലികയും". Malayalam. Samayam.
  14. https://timesofindia.indiatimes.com/entertainment/malayalam/movie-reviews/enkilum-chandrike/movie-review/98017450.cms?from=mdr
  15. "Grace Antony turns director with short film K-nowledge". The Hindu.

ବାହାର ଲିଙ୍କ୍[ସମ୍ପାଦନା]