ନିମ୍ବାହେରା
Appearance
Nimbaher
(Cement City) | |
---|---|
city | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Chittorgarh |
Area | |
• ସମୁଦାୟ | 24 km2 (9 sq mi) |
Elevation | 437 m (1,434 ft) |
Population (2013) | |
• Total | ୮୬,୪୫୩ |
• Density | 3,600/km2 (9,300/sq mi) |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 312601,312617 (Kailash Nagar) |
ନିମ୍ବାହେରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ଚିତ୍ତଉର୍ଗଡ଼ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନିମ୍ବାହେରା ୨୪.୬୨୪୧ ଉତ୍ତର ଅକ୍ଷାଂଶ ଓ ୭୪.୬୮୬୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନିମ୍ବାହେରା ସହରର ମୋଟ ଜନସଂଖ୍ୟା ୫୩୩୨୩ ଅଟେ ।[୨] ସେଥି ମଧ୍ୟରୁ ୫୧.୬୩% ଜଣ ପରୁଷ ହୋଇଥିବା ବେଳେ ୪୮.୩୭% ଜଣ ନାରୀ ଅଟନ୍ତି । ନିମ୍ବାହେରାର ସାକ୍ଷରତା ହାର ୬୭.୨୫% ଅଟେ । ଏହା ଜାତୀୟ ହାରଠାରୁ ୨.୪୧% ପ୍ରତିଶତ କମ ଅଟେ । ସେଥିରୁ ୩୮.୯୯% ପ୍ରତିଶତ ପୁରୁଷ ଓ ୨୮.୨୬% ନାରୀ ଅଟନ୍ତି । ୧୫.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ନିମ୍ବାହେରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.