ନିମାଡ଼ି ଭାଷା

ଉଇକିପିଡ଼ିଆ‌ରୁ
(ନିମାଡି ଭାଷାରୁ ଲେଉଟି ଆସିଛି)
Nimadi
କେଉଁ ଅଞ୍ଚଳIndia
ସ୍ଥାନNimar in Madhya Pradesh
Native ଭାଷାଭାଷୀ
ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[୧]
Census results conflate some speakers with Hindi.
ଭାଷା କୋଡ଼
ISO 639-3noe
ଗ୍ଲୋଟୋଲୋଗnima1243[୨]

ନିମାଡି ଏକ ଭାରତୀୟ ଭାଷା । ଏହାକୁ ପଶ୍ଚିମ ଭାରତର ଇଣ୍ଡୋ- ଆର୍ଜୟନ ଭାଷା ଭାବରେ ମଧ୍ୟପ୍ରଦେଶର ନିମାଦୀ ତଥା ମହାରାଷ୍ଟ୍ରର ଓ ଦକ୍ଷିଣ ମାଳବ ଅଞ୍ଚଳରେ ପ୍ରଚଳିତ । ବରବାଣୀ,ଖଣ୍ଡବା,ବରବାହ , ବୁରହାନପୁର ବେଦିଆ ସନାବାଦ, ଧରର କିଛି ଅଂଶ, ହରଦା ଜିଲ୍ଲାରେ ବିଦେଶ ଭାବରେ ଏହି ଭାଷା କହୁଥିବା ଲୋକ ସଂଖ୍ୟା ଅଧିକ । ଏହି ଭାଷାରେ ଗୌରିଶଙ୍କର ଶର୍ମା , ରାମାୟଣ ଉପଧ୍ୟାୟଙ୍କ ବହୁ ଲେଖା ରହିଛି । [୩]

ଏହା ମୁଖ୍ଯତଃ ଏକ କଥିତ ଭାଷା ଭାବରେ ବ୍ୟବହାର ହୋଇଥିଲେ ମଧ୍ୟ ଅନେକ ଗ୍ରନ୍ଥ ଏହି ଭାଷାରେ ଲେଖା ଯାଇଛି । ଭଗବତ ଗୀତାର ଅନୁବାଦ ମଧ୍ୟ ଏହି ଭାଷାରେ ଉପଲବ୍ଧ । ଏହା ମହାଦେୟ ପ୍ରସାଦ ଚତୁର୍ବେଦିଙ୍କଦ୍ୱାରା ରଚିତ । 

ଆଧାର [ସମ୍ପାଦନା]

  1. "Statement 1: Abstract of speakers' strength of languages and mother tongues - 2011". www.censusindia.gov.in. Office of the Registrar General & Census Commissioner, India. Retrieved 2018-07-07.
  2. Hammarström, Harald; Forkel, Robert; Haspelmath, Martin, eds. (2017). "Nimadi". Glottolog 3.0. Jena, Germany: Max Planck Institute for the Science of Human History. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  3. https://web.archive.org/web/20131203040331/http://www.sumania.com/lang/allindi9.html