ନିଜାମୀ ବନ୍ଧୁ
Appearance
ନିଜାମୀ ବନ୍ଧୁ | |
---|---|
Background information | |
ମୂଳ ନାମ | ନିଜାମୀ କବାଲ |
Also known as | ନିଜାମୀ ବନ୍ଧୁ |
ଜନ୍ମସ୍ଥାନ | ନିଜାମୁଦ୍ଦିନ ଦର୍ଗାଃ, ଦିଲ୍ଲୀ, ଭାରତ |
ଶୈଳୀ | ସୁଫି, କବାଲି, ବଲିଉଡ୍ |
ବାଦ୍ୟଯନ୍ତ୍ର | ହାର୍ମୋନିଅମ୍, ତବଲା, ଢୋଲକ, କି-ବୋର୍ଡ଼ |
ଲେବଲ | ଫୋକ୍ରୁମ୍ ଇଣ୍ଡିଆ |
ଅନ୍ୟ ଅଂଶଗ୍ରହଣ | ହଂସ ରାଜ ହଂସ, ୱାଦାଲି ବ୍ରଦର୍ସ୍, ଗୁରୁଦାସ ମାନ୍, ସବ୍ରି ବ୍ରଦର୍ସ୍, ରାହାତ ଫତେ ଅଲ୍ଲୀ ଖାନ୍, ଫୈଜ୍ ଅଲ୍ଲୀ ଫୈଜ୍, ଅବିଦା ପରବୀଣ |
ୱେବସାଇଟ | nizamibandhu |
ସଭ୍ୟ | ଚାନ୍ଦ ନିଜାମୀ, ଶଦାବ ଫରିଦୀ ନିଜାମୀ, ସୋହରବ ଫରିଦୀ ନିଜାମୀ, ନଜିମ ଅହମ୍ମଦ, କ୍ୱାସିର୍ ଅହମ୍ମଦ, ଜୀସାନ ଖାନ୍, ଇସ୍ତିୟକ୍ ଅହମ୍ମଦ |
ପୁରୁଣା ସଭ୍ୟ | ମହମ୍ମଦ ନିଜାମୀ, ଗୁଲାମ ଫରିଦୀ ନିଜାମୀ, ମୁସ୍ତାକ୍ ଖାନ୍ |
ନିଜାମୀ ବନ୍ଧୁ (ହିନ୍ଦୀ : निजामी बंधु, ଉର୍ଦ୍ଦୁ: نظامی بندھو) ଏକ ଭାରତୀୟ ସଙ୍ଗୀତ ଦଳ । ଚାନ୍ଦ ନିଜାମୀ, ଶଦାବ ଫରିଦୀ ନିଜାମୀ ଏବଂ ସୋହରବ ଫରିଦୀ ନିଜାମୀ ଏହି ଦଳରର ସଂଯୋଜକ ଅଟନ୍ତି ।[୧][୨] ସେମାନେ ନିଜାମଉଦ୍ଦିନ ଆଉଲିଆଙ୍କ ସମ୍ମାନରେ ଅମିର ଖୁସ୍ରୋଙ୍କଦ୍ୱାରା ଲିଖିତ କବିତାକୁ ନେଇ କବାଲି ଗାଇଥାନ୍ତି ।[୩][୪]
କଥାଚିତ୍ରରେ ଅବଦାନ
[ସମ୍ପାଦନା]୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ରକ୍ଷ୍ଟାର୍ରେ ଏ. ଆର. ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏକ ଗୀତ ଗାଇଥିଲା, ଯାହା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ପରବର୍ତ୍ତୀ ସମୟରେ ବଜରଙ୍ଗୀ ଭାଇଜାନ୍ ଫିଲ୍ମରେ ହଜରତ ନିଜାମଉଦ୍ଦିନ ଦର୍ଗାଃରେ ଏହି ବ୍ୟାଣ୍ଡ୍ର ଏକ ଗୀତ ପରିବେଷଣ କରାଯାଇଥିଲା ।[୫]
ଇତିହାସ
[ସମ୍ପାଦନା]ଏହି ଦଳରେ ଥିବା ସଦସ୍ୟମାନଙ୍କର ପରିବାର ବିଗତ ଶତାବ୍ଦୀମାନଙ୍କରୁ ଗାଇ ଆସୁଥିଲେ ଏବଂ ଉନବିଂଶ ଶତାବ୍ଦୀରେ ସେମାନେ ବିବାହ, ବ୍ୟକ୍ତିଗତ ସଙ୍ଗୀତ କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ଆଦିରେ ଗାଇବା ଆରମ୍ଭ କରିଥିଲେ ।
ଆଧାର
[ସମ୍ପାଦନା]- ↑ Piyali Dasgupta. "Qawwal singers Nizami Bandhu performed in Delhi". The Times of India. Archived from the original on 2013-06-30. Retrieved 3 April 2022.
- ↑ "NIZAMI BANDHU". Balcony TV website. 8 June 2012. Archived from the original on 14 June 2012. Retrieved 3 April 2022.
- ↑ "Meet the Nizami Bandhu, qawwali's rockstars". Hindustan Times. 21 January 2017. Retrieved 3 April 2022.
- ↑ "An evening of Sufi and Qawwali music in Bengaluru". The Hindu (newspaper).
- ↑ Pyali Dasgupta (24 February 2012). "Ali Zafar visits Nizamuddin Dargah". The Times of India. Archived from the original on 27 February 2012. Retrieved 3 April 2022.
ବାହାର ଆଦାହର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ନିଜାମୀ ବନ୍ଧୁ
ବାବଦରେ ମାଧ୍ୟମ ରହିଛି ।