ନିଜାମୀ ବନ୍ଧୁ

ଉଇକିପିଡ଼ିଆ‌ରୁ
ନିଜାମୀ ବନ୍ଧୁ
ବଜରଙ୍ଗୀ ଭାଇଜାନ୍ ଫିଲ୍ମ ସୁଟିଂ ସମୟରେ ସଲମାନ ଖାନ୍‌ଙ୍କ ସହିତ ନିଜାମୀ ବନ୍ଧୁ
Background information
ମୂଳ ନାମ
ନିଜାମୀ କବାଲ
Also known asନିଜାମୀ ବନ୍ଧୁ
ଜନ୍ମସ୍ଥାନନିଜାମୁଦ୍ଦିନ ଦର୍ଗାଃ, ଦିଲ୍ଲୀ, ଭାରତ
ଶୈଳୀସୁଫି, କବାଲି, ବଲିଉଡ୍
ବାଦ୍ୟଯନ୍ତ୍ରହାର୍‌ମୋନିଅମ୍, ତବଲା, ଢୋଲକ, କି-ବୋର୍ଡ଼
ଲେବଲଫୋକ୍‌ରୁମ୍ ଇଣ୍ଡିଆ
ଅନ୍ୟ ଅଂଶଗ୍ରହଣହଂସ ରାଜ ହଂସ, ୱାଦାଲି ବ୍ରଦର୍ସ୍, ଗୁରୁଦାସ ମାନ୍, ସବ୍ରି ବ୍ରଦର୍ସ୍, ରାହାତ ଫତେ ଅଲ୍ଲୀ ଖାନ୍, ଫୈଜ୍ ଅଲ୍ଲୀ ଫୈଜ୍, ଅବିଦା ପରବୀଣ
ୱେବସାଇଟnizamibandhu.com
ସଭ୍ୟଚାନ୍ଦ ନିଜାମୀ, ଶଦାବ ଫରିଦୀ ନିଜାମୀ, ସୋହରବ ଫରିଦୀ ନିଜାମୀ, ନଜିମ ଅହମ୍ମଦ, କ୍ୱାସିର୍ ଅହମ୍ମଦ, ଜୀସାନ ଖାନ୍, ଇସ୍ତିୟକ୍ ଅହମ୍ମଦ
ପୁରୁଣା ସଭ୍ୟମହମ୍ମଦ ନିଜାମୀ, ଗୁଲାମ ଫରିଦୀ ନିଜାମୀ, ମୁସ୍ତାକ୍ ଖାନ୍

ନିଜାମୀ ବନ୍ଧୁ (ହିନ୍ଦୀ : निजामी बंधु, ଉର୍ଦ୍ଦୁ: نظامی بندھو) ଏକ ଭାରତୀୟ ସଙ୍ଗୀତ ଦଳ । ଚାନ୍ଦ ନିଜାମୀ, ଶଦାବ ଫରିଦୀ ନିଜାମୀ ଏବଂ ସୋହରବ ଫରିଦୀ ନିଜାମୀ ଏହି ଦଳରର ସଂଯୋଜକ ଅଟନ୍ତି ।[୧][୨] ସେମାନେ ନିଜାମଉଦ୍ଦିନ ଆଉଲିଆଙ୍କ ସମ୍ମାନରେ ଅମିର ଖୁସ୍ରୋଙ୍କଦ୍ୱାରା ଲିଖିତ କବିତାକୁ ନେଇ କବାଲି ଗାଇଥାନ୍ତି ।[୩][୪]

କଥାଚିତ୍ରରେ ଅବଦାନ[ସମ୍ପାଦନା]

୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦୀ କଥାଚିତ୍ର ରକ୍‌ଷ୍ଟାର୍‌ରେ ଏ. ଆର. ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏକ ଗୀତ ଗାଇଥିଲା, ଯାହା ପରେ ତାଙ୍କୁ ଲୋକପ୍ରିୟତା ମିଳିଥିଲା । ପରବର୍ତ୍ତୀ ସମୟରେ ବଜରଙ୍ଗୀ ଭାଇଜାନ୍ ଫିଲ୍ମ‌ରେ ହଜରତ ନିଜାମଉଦ୍ଦିନ ଦର୍ଗାଃରେ ଏହି ବ୍ୟାଣ୍ଡ୍‌ର ଏକ ଗୀତ ପରିବେଷଣ କରାଯାଇଥିଲା ।[୫]

ଇତିହାସ[ସମ୍ପାଦନା]

ଏହି ଦଳରେ ଥିବା ସଦସ୍ୟମାନଙ୍କର ପରିବାର ବିଗତ ଶତାବ୍ଦୀମାନଙ୍କରୁ ଗାଇ ଆସୁଥିଲେ ଏବଂ ଉନବିଂଶ ଶତାବ୍ଦୀରେ ସେମାନେ ବିବାହ, ବ୍ୟକ୍ତିଗତ ସଙ୍ଗୀତ କାର୍ଯ୍ୟକ୍ରମ, ଚଳଚ୍ଚିତ୍ର ଆଦିରେ ଗାଇବା ଆରମ୍ଭ କରିଥିଲେ ।

ଆଧାର[ସମ୍ପାଦନା]

  1. Piyali Dasgupta. "Qawwal singers Nizami Bandhu performed in Delhi". The Times of India. Archived from the original on 2013-06-30. Retrieved 3 April 2022.
  2. "NIZAMI BANDHU". Balcony TV website. 8 June 2012. Archived from the original on 14 June 2012. Retrieved 3 April 2022.
  3. "Meet the Nizami Bandhu, qawwali's rockstars". Hindustan Times. 21 January 2017. Retrieved 3 April 2022.
  4. "An evening of Sufi and Qawwali music in Bengaluru". The Hindu (newspaper).
  5. Pyali Dasgupta (24 February 2012). "Ali Zafar visits Nizamuddin Dargah". The Times of India. Archived from the original on 27 February 2012. Retrieved 3 April 2022.

ବାହାର ଆଦାହର[ସମ୍ପାଦନା]