ନିକାର୍ଡିପାଇନ

ଉଇକିପିଡ଼ିଆ‌ରୁ
ନିକାର୍ଡିପାଇନ
Clinical data
Trade namesCardene, others
SynonymsNicardipine hydrochloride
AHFS/Drugs.commonograph
MedlinePlusa695032
Routes of
administration
By mouth, intravenous
Legal status
Legal status
  • ℞ (Prescription only)
Pharmacokinetic data
Protein binding>95%
Elimination half-life8.6 hours
Identifiers
  • 2-[benzyl(methyl)amino]ethylmethyl-2,6-dimethyl-4-(3-nitrophenyl)-1,4-dihydropyridine-3,5-dicarboxylate
ECHA InfoCard100.054.466 Edit this at Wikidata
Chemical and physical data
FormulaC26H29N3O6
Molar mass୪୭୯.୫୩ g·mol−1
3D model (JSmol)
Melting point136–138 °C (277–280 °F)
  • O=C(OCCN(Cc1ccccc1)C)\C2=C(\N/C(=C(/C(=O)OC)C2c3cccc([N+]([O-])=O)c3)C)C
  • InChI=1S/C26H29N3O6/c1-17-22(25(30)34-4)24(20-11-8-12-21(15-20)29(32)33)23(18(2)27-17)26(31)35-14-13-28(3)16-19-9-6-5-7-10-19/h5-12,15,24,27H,13-14,16H2,1-4H3 checkY
  • Key:ZBBHBTPTTSWHBA-UHFFFAOYSA-N checkY
  (verify)

ନିକାର୍ଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କାର୍ଡେନ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ଆଞ୍ଜାଇନା ସମ୍ବନ୍ଧୀୟ ଛାତି ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ରେନଡ ସିଣ୍ଡ୍ରୋମ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ଏବଂ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା, ହୃତ୍‌କମ୍ପ ବା ପାଲପିଟେସନ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଗୁରୁତର ଆଓର୍ଟିକ ଷ୍ଟେନୋସିସ୍ ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୧] ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ | [୩] ଏହା ଡିହାଇଡ୍ରୋପାଇରିଡାଇନ୍ ଶ୍ରେଣୀର ଏକ କ୍ୟାଲସିୟମ୍ ଚ୍ୟାନେଲ ବ୍ଲକର[୧] ପ୍ରାନ୍ତିୟ ଧମନୀକୁ ଏହା ବିସ୍ତାର କରି କାର୍ଯ୍ୟକ୍ଷମ ହୁଏ ।[୧]

୧୯୭୩ ମସିହାରେ ନିକାର୍ଡିପାଇନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରଥମେ ଅନୁମୋଦିତ ହୋଇଥିଲା ।[୪] ଏହାକୁ ୧୯୮୮ରେ ଯୁକ୍ତରାଷ୍ଟ୍ରରେ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୩] ଯୁକ୍ତରାଜ୍ୟରେ ୪ ସପ୍ତାହ ବ୍ୟବ‌ହାର ଜନିତ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦ ପାଉଣ୍ଡ ଅଟେ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୩୦ ଡଲାର ଅଟେ। [୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Nicardipine Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2021. Retrieved 12 November 2021.
  2. Pope, J (10 October 2013). "Raynaud's phenomenon (primary)". BMJ clinical evidence. 2013: 1119. PMID 24112969.
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 176. ISBN 978-0857114105.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 464. ISBN 9783527607495. Archived from the original on 2021-08-29. Retrieved 2021-09-18.
  5. "Nicardipine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 September 2021. Retrieved 13 November 2021.