ନିକାର୍ଡିପାଇନ
Clinical data | |
---|---|
Trade names | Cardene, others |
Synonyms | Nicardipine hydrochloride |
AHFS/Drugs.com | monograph |
MedlinePlus | a695032 |
Routes of administration | By mouth, intravenous |
Legal status | |
Legal status |
|
Pharmacokinetic data | |
Protein binding | >95% |
Elimination half-life | 8.6 hours |
Identifiers | |
| |
ECHA InfoCard | 100.054.466 |
Chemical and physical data | |
Formula | C26H29N3O6 |
Molar mass | ୪୭୯.୫୩ g·mol−1 |
3D model (JSmol) | |
Melting point | 136–138 °C (277–280 °F) |
| |
| |
(verify) |
ନିକାର୍ଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କାର୍ଡେନ, ହେଉଛି ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ ଏବଂ ଆଞ୍ଜାଇନା ସମ୍ବନ୍ଧୀୟ ଛାତି ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ରେନଡ ସିଣ୍ଡ୍ରୋମ ପାଇଁ ମଧ୍ୟ ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ଏବଂ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା, ହୃତ୍କମ୍ପ ବା ପାଲପିଟେସନ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଗୁରୁତର ଆଓର୍ଟିକ ଷ୍ଟେନୋସିସ୍ ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୧] ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ | [୩] ଏହା ଡିହାଇଡ୍ରୋପାଇରିଡାଇନ୍ ଶ୍ରେଣୀର ଏକ କ୍ୟାଲସିୟମ୍ ଚ୍ୟାନେଲ ବ୍ଲକର ।[୧] ପ୍ରାନ୍ତିୟ ଧମନୀକୁ ଏହା ବିସ୍ତାର କରି କାର୍ଯ୍ୟକ୍ଷମ ହୁଏ ।[୧]
୧୯୭୩ ମସିହାରେ ନିକାର୍ଡିପାଇନ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୧ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରଥମେ ଅନୁମୋଦିତ ହୋଇଥିଲା ।[୪] ଏହାକୁ ୧୯୮୮ରେ ଯୁକ୍ତରାଷ୍ଟ୍ରରେ ଅନୁମୋଦନ କରାଯାଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୩] ଯୁକ୍ତରାଜ୍ୟରେ ୪ ସପ୍ତାହ ବ୍ୟବହାର ଜନିତ ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦ ପାଉଣ୍ଡ ଅଟେ ।[୩] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୩୦ ଡଲାର ଅଟେ। [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Nicardipine Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2021. Retrieved 12 November 2021.
- ↑ Pope, J (10 October 2013). "Raynaud's phenomenon (primary)". BMJ clinical evidence. 2013: 1119. PMID 24112969.
- ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 176. ISBN 978-0857114105.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 464. ISBN 9783527607495. Archived from the original on 2021-08-29. Retrieved 2021-09-18.
- ↑ "Nicardipine Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 September 2021. Retrieved 13 November 2021.