ନାଫସିଲିନ

ଉଇକିପିଡ଼ିଆ‌ରୁ
ନାଫସିଲିନ
Clinical data
SynonymsNafcillin sodium
AHFS/Drugs.commonograph
MedlinePlusa685019
Pregnancy
category
  • US: B (No risk in non-human studies)
Routes of
administration
IM, IV
Legal status
Legal status
  • ℞ (Prescription only)
Pharmacokinetic data
Protein binding90%
Metabolism<30% liver
Elimination half-life0.5 hours
ExcretionBiliary and kidney
Identifiers
  • (2S,5R,6R)-6-[(2-ethoxy-1-naphthoyl)amino]-3,3-dimethyl-7-oxo-4-thia-1-azabicyclo[3.2.0]heptane-2-carboxylic acid
ECHA InfoCard100.005.174 Edit this at Wikidata
Chemical and physical data
FormulaC21H22N2O5S
Molar mass୪୧୪.୪୮ g·mol−1
3D model (JSmol)
  • O=C(O)[C@@H]3N4C(=O)[C@@H](NC(=O)c2c1ccccc1ccc2OCC)[C@H]4SC3(C)C
  • InChI=1S/C21H22N2O5S/c1-4-28-13-10-9-11-7-5-6-8-12(11)14(13)17(24)22-15-18(25)23-16(20(26)27)21(2,3)29-19(15)23/h5-10,15-16,19H,4H2,1-3H3,(H,22,24)(H,26,27)/t15-,16+,19-/m1/s1 checkY
  • Key:GPXLMGHLHQJAGZ-JTDSTZFVSA-N checkY
  (verify)

ନାଫସିଲିନ (ଇଂରାଜୀ ଭାଷାରେ Nafcillin), ବିକ୍ରୟ ନାମ ୟୁନିପେନ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ସ୍ଟାଫିଲୋକୋକସ ସଂକ୍ରମଣ ପ୍ରତିରୋଧ ଓ ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୧] ଏହି ସଂକ୍ରମଣ ମଧ୍ୟରେ ଚର୍ମ, ଶ୍ୱାସନଳୀ, ମୂତ୍ର ଓ ରକ୍ତ ସଂକ୍ରମଣ ହୋଇପାରେ ।[୧] ଏହା ଏମଆରଏସଏ (MRSA) ବିରୁଦ୍ଧରେ ପ୍ରଭାବଶାଳୀ ନୁହେଁ ।[୧] ଏହା ଶିରାରେ ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ଏବଂ ପ୍ରଦାହ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ କ୍ଷତିର କୌଣସି ପ୍ରମାଣ ନାହିଁ, ଯଦିଓ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[୨] ଏହା ଏକ ପେନିସିଲିନ ପ୍ରକାରର ଏକ ବିଟା-ଲାକ୍ଟମ ଆଣ୍ଟିବାୟୋଟିକ୍ ।[୧] ଏହା ପେନିସିଲିନେଜ ପ୍ରତିରୋଧକ ।[୧]

୧୯୬୫ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ନାଫସିଲିନ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୨ ଗ୍ରାମ ବିଶିଷ୍ଟ ୧୦ ମାତ୍ରାର ମୂଲ୍ୟ ପ୍ରାୟ ୯୦ ଡଲାର ଥିଲା ।[୩] ୨୦୧୨ରେ ୩୮ଟି ଦେଶ ମଧ୍ୟରୁ ଏହା କେବଳ ଗୋଟିଏ ଦେଶରେ ଉପଲବ୍ଧ ଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Nafcillin Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 11 November 2021.
  2. "Nafcillin Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 11 November 2021.
  3. "Nafcillin Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 September 2017. Retrieved 11 November 2021.
  4. Pulcini, Céline; Bush, Karen; Craig, William A.; Frimodt-Møller, Niels; Grayson, M. Lindsay; Mouton, Johan W.; Turnidge, John; Harbarth, Stephan; Gyssens, Inge C. (15 January 2012). "Forgotten Antibiotics: An Inventory in Europe, the United States, Canada, and Australia". Clinical Infectious Diseases. 54 (2): 268–274. doi:10.1093/cid/cir838.