ନାନ୍ଦୁରା
ଦେଖଣା
Nandura
नांदूरा | |
---|---|
city | |
ଦେଶ | ![]() |
ରାଜ୍ୟ | Maharashtra |
ଜିଲ୍ଲା | Buldhana |
Elevation | 262 m (860 ft) |
Population (2011) | |
• Total | ୪୨,୧୬୭ [୧] |
Postal Index Number | 443404 |
Area code | +91-07265 |
Website | www.nandura.info |
ନାନ୍ଦୁରା ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ବୁଲ୍ଦନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାନ୍ଦୁରା ୨୦.୮୩୫୩ ଉତ୍ତର ଅକ୍ଷାଂଶ ଓ ୭୬.୪୫୮୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୫୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନ୍ଦୁରା ସହରର ମୋଟ ଜନସଂଖ୍ୟା ୩୭୪୭୦ ଅଟେ ।[୩] ସେଥି ମଧ୍ୟରୁ ୫୦.୯୪% ଜଣ ପରୁଷ ହୋଇଥିବା ବେଳେ ୪୯.୦୬% ଜଣ ନାରୀ ଅଟନ୍ତି । ନାନ୍ଦୁରାର ସାକ୍ଷରତା ହାର ୬୮.୯୨% ଅଟେ । ଏହା ଜାତୀୟ ହାରଠାରୁ ୪.୦୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୫୦% ପ୍ରତିଶତ ପୁରୁଷ ଓ ୩୦.୪୨% ନାରୀ ଅଟନ୍ତି । ୧୪.୪୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ମରାଠୀ ନାନ୍ଦୁରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ [census 2011] [୧]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.