ନାନା ବାୟା ଗୀତ

ଉଇକିପିଡ଼ିଆ‌ରୁ
ନାନା ବାୟା ଗୀତ  
ଲେଖକନନ୍ଦ କିଶୋର ବଳ
ଦେଶଭାରତ (ଓଡ଼ିଶା)
ଭାଷାଓଡ଼ିଆ
ବିଭାଗକବିତାଶିଶୁସାହିତ୍ୟ
ପ୍ରକାଶକକଟକ ଷ୍ଟୁଡେଣ୍ଟସ୍ ଷ୍ଟୋର (ବାଲୁବଜାର , କଟକ)
ପ୍ରକାଶ ତାରିଖ୧୯୩୪


ନାନାବାୟା ଗୀତ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚିତ ଏକ କବିତା ସଂକଳନ ।[୧] ଏହାର ଗୀତଗୁଡ଼ିକ ଶିଶୁଙ୍କ ମନୋରଞ୍ଜନ କରିବା ପାଇଁ ଲେଖାଯାଇଛି ।[୨] ଏହି ସଂକଳନରେ ଡାମରା କାଉ, ବାୟାଚଡେଇ, ବିଲେଇ ନାନୀ, ଚୁଟିଆ ମୂଷା, ନିଦ ମାଉସୀ ଇତ୍ୟାଦି ଅନେକ ଲୋକପ୍ରିୟ କବିତା ରହିଛି ।[୩] ଏହି ଗୀତଗୁଡ଼ିକ ଓଡ଼ିଶାର ପୁରପଲ୍ଲୀ ସହିତ ସହରାଞ୍ଚଳରେ ମଧ୍ୟ ଖୁବ୍ ପ୍ରଚଳିତ । ଓଡ଼ିଆ ଶିଶୁ ସାହିତ୍ୟର ଶ୍ରେଷ୍ଠ କୃତି ମଧ୍ୟରୁ ଏହା ଅନ୍ୟତମ ।[୪]

ଆଧାର[ସମ୍ପାଦନା]

  1. Cultural Forum. India (Republic) Ministry of Scientific Research and Cultural Affairs. 1966.
  2. Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
  3. Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 706–. ISBN 978-81-260-1803-1.
  4. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 240–. ISBN 978-81-8450-151-3.