ନାନପାରା
ଦେଖଣା
Nanpara | |
|---|---|
city | |
| ଦେଶ | |
| ରାଜ୍ୟ | Uttar Pradesh |
| ଜିଲ୍ଲା | Bahraich |
| Government | |
| • Body | Nanpara Nagar Palika Parishad |
| • MP | Savitri Bai Phule (BJP) |
| • Mayor | Abdul Waheed |
| Area | |
| • ସମୁଦାୟ | 36 km2 (14 sq mi) |
| Elevation | 132 m (433 ft) |
| Population (2011)[୧] | |
| • Total | ୪୮,୩୩୭ |
| • Density | 1,300/km2 (3,500/sq mi) |
| Time zone | UTC+5:30 (IST) |
| Postal Code | 271865 |
| ଯାନବାହାନ ପଞ୍ଚୀକରଣ | UP-40 |
| Website | www.nnpnanpara.com |
ନାନପାରା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବହ୍ରଇଚ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାନପାରା ୨୭.୮୬୪୬ ଉତ୍ତର ଅକ୍ଷାଂଶ ଓ ୮୧.୫୦୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାନପାରା ସହରର ମୋଟ ଜନସଂଖ୍ୟା ୪୨୭୭୧ ଅଟେ ।[୩] ସେଥି ମଧ୍ୟରୁ ୫୨.୮୨% ଜଣ ପରୁଷ ହୋଇଥିବା ବେଳେ ୪୭.୧୮% ଜଣ ନାରୀ ଅଟନ୍ତି । ନାନପାରାର ସାକ୍ଷରତା ହାର ୪୯.୮୧% ଅଟେ । ଏହା ଜାତୀୟ ହାରଠାରୁ ୧୫.୦୩% ପ୍ରତିଶତ କମ ଅଟେ । ସେଥିରୁ ୨୮.୪୫% ପ୍ରତିଶତ ପୁରୁଷ ଓ ୨୧.୩୬% ନାରୀ ଅଟନ୍ତି । ୧୭.୯୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ନାନପାରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.