ନାଥଦ୍ୱାରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nathdwara
नाथद्वारा
city
ଦେଶ India
ରାଜ୍ୟRajasthan
ଜିଲ୍ଲାRajsamand
Elevation
585 m (1,919 ft)
Population
 (2011)[୧]
 • Total୪୨,୦୧୬
Time zoneUTC+5:30 (IST)
PIN
313301
ଯାନବାହାନ ପଞ୍ଚୀକରଣRJ 30
Websitewww.nathdwaratemple.org

ନାଥଦ୍ୱାରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ରଜ୍ସମନ୍ଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଥଦ୍ୱାରା ୨୪.୯୨୯୯ ଉତ୍ତର ଅକ୍ଷାଂଶ ଓ ୭୩.୮୨୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୧୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଥଦ୍ୱାରା ସହରର ମୋଟ ଜନସଂଖ୍ୟା ୩୭୦୦୭ ଅଟେ ।[୩] ସେଥି ମଧ୍ୟରୁ ୫୨.୧୮% ଜଣ ପରୁଷ ହୋଇଥିବା ବେଳେ ୪୭.୮୨% ଜଣ ନାରୀ ଅଟନ୍ତି । ନାଥଦ୍ୱାରାର ସାକ୍ଷରତା ହାର ୭୨.୫୪% ଅଟେ । ଏହା ଜାତୀୟ ହାରଠାରୁ ୭.୭୦% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୫% ପ୍ରତିଶତ ପୁରୁଷ ଓ ୩୦.୮୯% ନାରୀ ଅଟନ୍ତି । ୧୨.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନାଥଦ୍ୱାରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]