ନାଡ଼ବାଇ
ଦେଖଣା
Nadbai
Nadbai | |
---|---|
City | |
Country | India |
State | Rajasthan |
District | Bharatpur |
Elevation | 205 m (673 ft) |
Population (2011)[୧] | |
• Total | ୨୬,୪୧୧ |
Time zone | UTC+5:30 (IST) |
PIN | 321602 |
Telephone code | 05643 |
ଯାନବାହାନ ପଞ୍ଚୀକରଣ | Rj05 |
ନାଡ଼ବାଇ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଭରତ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାଡ଼ବାଇ ୨୭.୨୧୫୪ ଉତ୍ତର ଅକ୍ଷାଂଶ ଓ ୭୭.୨୦୧୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଡ଼ବାଇ ସହରର ମୋଟ ଜନସଂଖ୍ୟା ୨୧୬୪୪ ଅଟେ ।[୩] ସେଥି ମଧ୍ୟରୁ ୫୩.୯୬% ଜଣ ପରୁଷ ହୋଇଥିବା ବେଳେ ୪୬.୦୪% ଜଣ ନାରୀ ଅଟନ୍ତି । ନାଡ଼ବାଇର ସାକ୍ଷରତା ହାର ୬୪.୪୪% ଅଟେ । ଏହା ଜାତୀୟ ହାରଠାରୁ ୦.୪୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୨୫% ପ୍ରତିଶତ ପୁରୁଷ ଓ ୨୪.୧୯% ନାରୀ ଅଟନ୍ତି । ୧୫.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ନାଡ଼ବାଇର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.