ନାଡ଼ବାଇ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Nadbai
Nadbai
City
Country India
StateRajasthan
DistrictBharatpur
Elevation
205 m (673 ft)
Population
 (2011)[୧]
 • Total୨୬,୪୧୧
Time zoneUTC+5:30 (IST)
PIN
321602
Telephone code05643
ଯାନବାହାନ ପଞ୍ଚୀକରଣRj05


ନାଡ଼ବାଇ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ‌‌ଭରତ୍ପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ନାଡ଼ବାଇ ୨୭.୨୧୫୪ ଉତ୍ତର ଅକ୍ଷାଂଶ ଓ ୭୭.୨୦୧୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଡ଼ବାଇ ସହରର ମୋଟ ଜନସଂଖ୍ୟା ୨୧୬୪୪ ଅଟେ ।[୩] ସେଥି ମଧ୍ୟରୁ ୫୩.୯୬% ଜଣ ପରୁଷ ହୋଇଥିବା ବେଳେ ୪୬.୦୪% ଜଣ ନାରୀ ଅଟନ୍ତି । ନାଡ଼ବାଇର ସାକ୍ଷରତା ହାର ୬୪.୪୪% ଅଟେ । ଏହା ଜାତୀୟ ହାରଠାରୁ ୦.୪୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୪୦.୨୫% ପ୍ରତିଶତ ପୁରୁଷ ଓ ୨୪.୧୯% ନାରୀ ଅଟନ୍ତି । ୧୫.୩୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ନାଡ଼ବାଇର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]