ନାଟାଲିଜୁମାବ

ଉଇକିପିଡ଼ିଆ‌ରୁ
ନାଟାଲିଜୁମାବ
Natalizumab Fab fragment bound to the headpiece of an α4-integrin. From PDB ଛାଞ୍ଚ:PDB2.
Monoclonal antibody
TypeWhole antibody
SourceHumanized (from mouse)
Targetalpha-4 integrin
Clinical data
Trade namesTysabri, Antegren, others
SynonymsAN100226M
AHFS/Drugs.commonograph
MedlinePlusa605006
data
Pregnancy
category
Routes of
administration
Intravenous infusion
Legal status
Legal status
  • UK: POM (Prescription only) [୨]
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailabilityn/a
Elimination half-life11 ± 4 days
Chemical and physical data
Molar mass149 kg/mol
  (verify)

ଏକ

ନାଟାଲିଜୁମାବ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଟାଇସାବ୍ରି, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ (ଏମ୍ଏସ୍) ଏବଂ କ୍ରନ୍ ରୋଗ (ସିଡି)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏମଏସ ପାଇଁ ଏହା କ୍ଲିନିକାଲି ଆଇସୋଲେଟେଡ ସିଣ୍ଡ୍ରୋମ, ରିଲାପ୍ସିଙ୍ଗ ରେମିଟିଙ୍ଗ ରୋଗ ଏବଂ ସକ୍ରିୟ ସେକଣ୍ଡାରୀ ପ୍ରଗତିଶୀଳ ରୋଗ ପାଇଁ ବ୍ୟବହୃତ ହୁଏ ।[୩] ସିଡି ପାଇଁ ଏହା ବ୍ୟବହୃତ ହୁଏ ଯେତେବେଳେ ଅନ୍ୟ କୌଣସି ଚିକିତ୍ସା ଫଳପ୍ରଦ ହୁଏ ନାହିଁ ।[୩] ଏହା ପ୍ରତି ୪ ସପ୍ତାହରେ ଥରେ ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୂତ୍ରନଳୀ ସଂକ୍ରମଣ, ଗଳା ପ୍ରଦାହ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଅଇ, ଗଣ୍ଠି ଯନ୍ତ୍ରଣା ଏବଂ ଥକାପଣ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରୋଗ୍ରେସିଭ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି (PML), ହର୍ପିସ ଏନସେଫାଲାଇଟିସ୍, ଯକୃତ ସମସ୍ୟା, ଆନାଫାଇଲାକ୍‌ସିସ, କମ୍ ପ୍ଲାଟେଲେଟ୍ ଏବଂ ସଂକ୍ରମଣ ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଶ୍ୱେତ ରକ୍ତ କଣିକା ଉପରେ ଥିବା α୪β୧ (α4β1) ଇଣ୍ଟେଗ୍ରିନ ନାମକ ଏକ ପ୍ରୋଟିନ୍ ସହିତ ସଂଲଗ୍ନ ହୋଇ ପ୍ରଦାହ ପ୍ରଦାହ କମେଇଦିଏ ।[୪]

୨୦୦୪ ମସିହାରେ ଆମେରିକାରେ ଏବଂ ୨୦୦୬ରେ ୟୁରୋପରେ ନାଟାଲିଜୁମାବ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫][୪] ଯୁକ୍ତରାଷ୍ଟ୍ରରେ ଏକ ମାତ୍ରା ଔଷଧର ମୂଲ୍ୟ ୨୦୨୧ ମସିହାରେ ପ୍ରାୟ ୭,୮୦୦ ଡଲାର ଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Natalizumab (Tysabri) Use During Pregnancy". Drugs.com. 24 September 2019. Archived from the original on 23 November 2020. Retrieved 4 May 2020.
  2. "Tysabri 300 mg concentrate for solution for infusion - Summary of Product Characteristics (SmPC)". (emc). 14 November 2019. Archived from the original on 22 October 2020. Retrieved 4 May 2020.
  3. ୩.୦ ୩.୧ ୩.୨ ୩.୩ "Tysabri- natalizumab injection". DailyMed. 12 August 2019. Archived from the original on 27 March 2020. Retrieved 4 May 2020.
  4. ୪.୦ ୪.୧ ୪.୨ ୪.୩ "Tysabri EPAR". European Medicines Agency (EMA). Archived from the original on 6 August 2020. Retrieved 4 May 2020.
  5. "Natalizumab Monograph for Professionals". Drugs.com (in ଇଂରାଜୀ). Archived from the original on 6 February 2017. Retrieved 12 November 2021.
  6. "Tysabri Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 24 January 2021. Retrieved 12 November 2021.