ନାଜିବାବାଦ୍
ଦେଖଣା
Najibabad | |
---|---|
city | |
Country | India |
State | Uttar Pradesh |
District | Bijnor |
Elevation | 295 m (968 ft) |
Population (2012)[୧] | |
• Total | ୮୮,୫୩୫ |
Time zone | UTC+5:30 (IST) |
PIN | 246763 |
Telephone code | 01341 |
ଯାନବାହାନ ପଞ୍ଚୀକରଣ | UP 20 |
ନାଜିବାବାଦ୍ ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ନାଜିବାବାଦ୍ ୨୯.୬୧୨୧ ଉତ୍ତର ଅକ୍ଷାଂଶ ଓ ୭୮.୩୪୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଜିବାବାଦ୍ ସହରର ମୋଟ ଜନସଂଖ୍ୟା ୭୯୦୮୭ ଅଟେ ।[୩] ସେଥି ମଧ୍ୟରୁ ୫୨.୫୧% ଜଣ ପରୁଷ ହୋଇଥିବା ବେଳେ ୪୭.୪୯% ଜଣ ନାରୀ ଅଟନ୍ତି । ନାଜିବାବାଦ୍ର ସାକ୍ଷରତା ହାର ୫୩.୮୩% ଅଟେ । ଏହା ଜାତୀୟ ହାରଠାରୁ ୧୧.୦୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୦.୫୬% ପ୍ରତିଶତ ପୁରୁଷ ଓ ୨୩.୨୭% ନାରୀ ଅଟନ୍ତି । ୧୬.୩୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ନାଜିବାବାଦ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.